Advertisment

OSSSC Recruitment: ଓଡ଼ିଶାରେ ସରକାରୀ ଚାକିରି ପାଇଁ ଚାଲିଛି ଆବେଦନ; ଦରମା ୮୦ ହଜାର ପରେ

OSSSC ନୂତନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ବିଭିନ୍ନ ଜିଲ୍ଲା ପ୍ରତିଷ୍ଠାନ ତଥା ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ହେବ। ଜିଲ୍ଲା କ୍ୟାଡର ଗ୍ରୁପ୍ ସି ପଦବୀରେ ୪୦୦ ଉପରେ ରେଡିଓଗ୍ରାଫରଙ୍କ ନିଯୁକ୍ତି ହେବ।

OSSSC announces fresh Group C vacancies for over 400 posts

OSSSC announces fresh Group C vacancies for over 400 posts

Advertisment

ଓଡିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ନୂତନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ବିଭିନ୍ନ ଜିଲ୍ଲା ପ୍ରତିଷ୍ଠାନ ତଥା ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ହେବ। ଜିଲ୍ଲା କ୍ୟାଡର ଗ୍ରୁପ୍ ସି ପଦବୀରେ ୪୦୦ ଉପରେ ରେଡିଓଗ୍ରାଫରଙ୍କ ନିଯୁକ୍ତି ହେବ।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSSSC ର ଅଫିସିଆଲ୍ ୱେବସାଇଟ୍ www.osssc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ OSSSC announces fresh Group C vacancies Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୨୧ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ: ୨୦ ଅକ୍ଟୋବର ୨୦୨୩
Advertisment

ଖାଲି ପଦବୀ:

  • ଓପନ୍ ଏବଂ ରିଜର୍ଭ କାଟେଗୋରୀ: ୩୭୮ଟି ପୋଷ୍ଟ୍‌
  • ସ୍ପେସାଲ୍ କାଟେଗୋରୀ: ୩୬ଟି ପୋଷ୍ଟ୍‌
  • ମୋଟ ପୋଷ୍ଟ: ୪୧୪ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ବିଜ୍ଞାନ ଷ୍ଟ୍ରିମ୍ ସହ ଦ୍ୱାଦଶ ପାଶ୍
  • ମେଡିକାଲ୍ ରେଡିଏସନ୍ ଟେକ୍ନୋଲୋଜିରେ ଡିପ୍ଲୋମା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୫,୫୦୦ ଟଙ୍କା
  • ସର୍ବାଧିକ ଦରମା – ୮୧,୧୦୦ ଟଙ୍କା

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • ସଂରକ୍ଷିତ ବର୍ଗ କ୍ଷେତ୍ରରେ ବୟସ କୋହଳ ଅଛି
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Odisha Job Postings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ