Advertisment

OSCBରେ ଡେପୁଟି ଜେନେରାଲ୍ ମ୍ୟାନେଜର ହେବାର ସୁବର୍ଣ୍ଣ ସୁଯୋଗ; ଦେଖନ୍ତୁ ପୂରା ଖବର

ଆପଣ ଓଡ଼ିଶାରେ ସରକାରୀ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ଖୁସି ଖବର। ଏହା ପୁଣି ବ୍ୟାଙ୍କରେ। ଓଡିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଡେପୁଟି ଜେନେରାଲ୍ ମ୍ୟାନେଜର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
OSCB Applications invited for Deputy General Manager posts Notification

OSCB Applications invited for Deputy General Manager posts Notification

Advertisment

ଆପଣ ଓଡ଼ିଶାରେ ସରକାରୀ ଚାକିରି ଖୋଜୁଛନ୍ତି କି? ଆପଣଙ୍କ ପାଇଁ ଖୁସି ଖବର। ଏହା ପୁଣି ବ୍ୟାଙ୍କରେ। ଓଡିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍(OSCB)ଡେପୁଟି ଜେନେରାଲ୍ ମ୍ୟାନେଜର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSCBର ଅଫିସିଆଲ୍ ୱେବସାଇଟ୍ www.odishascb.com କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OSCB Applications invited for Deputy General Manager posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୧ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୬ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ପରୀକ୍ଷା – ନଭେମ୍ବର ୨୦୨୩(ସମ୍ଭାବନା)
Advertisment

ଯୋଗ୍ୟତା:

  • ଗ୍ରାଜୁଏସନ ସହିତ ବ୍ୟାଙ୍କିଙ୍ଗ ଫାଇନାନ୍ସରେ ଡିପ୍ଲୋମା / CAIIB / ସମବାୟ ବ୍ୟବସାୟ ପରିଚାଳନାରେ ଡିପ୍ଲୋମା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚାର୍ଟାର୍ଡ ​​/ କଷ୍ଟ୍ ଆକାଉଣ୍ଟାଣ୍ଟ;

  • ଯେକୌଣସି ବିଷୟରେ ପୋଷ୍ଟ ଗ୍ରାଜୁଏସନ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୪୬ ବର୍ଷ
  • ସର୍ବାଧିକ ବୟସ – ୫୦ ବର୍ଷ
  • ବୟସ ଗଣନା ୦୧।୦୪।୨୦୨୩ ଅନୁସାରେ ହେବ
  • SC ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ – ୫ ବର୍ଷ
  • ST / SEBC / ମହିଳା ପ୍ରାର୍ଥୀ, PwD ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ – ୧୦ ବର୍ଷ
Advertisment

ପଦବୀ ସଂଖ୍ୟା:

  • ସାଧାରଣ ବର୍ଗ (UR) - ୧୦ ଟି ପୋଷ୍ଟ୍‌
  • SC - ୩ଟି ପୋଷ୍ଟ୍‌
  • ST- ୫ଟି ପୋଷ୍ଟ୍‌
  • SEBC OBC - ୨ଟି ପୋଷ୍ଟ୍‌
  • ମୋଟ - ୨୦ଟି ପୋଷ୍ଟ୍‌

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ (UR) – ୧୧୮୦ ଟଙ୍କା
  • SC / ST / SEBC / PwD ବର୍ଗ – ୭୦୮ ଟଙ୍କା

ମାସିକ ଦରମା:

  • ଚୟନ ପ୍ରାର୍ଥୀ ମାସକୁ ୧,୧୬,୦୫୦ ଟଙ୍କା ଦରମା ପାଇବେ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ଟେଷ୍ଟ (୨୦୦ ମାର୍କ)
  • ସାକ୍ଷାତକାର (୫୦ ମାର୍କ)
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Odisha Government Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ