Astrospeak
  • Live TV
  • Read In English

ESIC Recruitment 2023: ESICରେ ପୂରଣ ହେବ ୧୦୩୮ ପଦବୀ; ଦରମା ୯୨ ହଜାର ଟଙ୍କା

ESIC ଗ୍ରୁପ୍-ସି ପାରାମେଡିକାଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ ଚାଲିଛି, ଯାହା ଏହି ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ରାଜ୍ୟରୁ ମୋଟ୍ ୧୦୩୮ ପଦବୀ ପୂରଣ ହେବା।

Online application starts for 1038 posts of group c paramedical in ESIC
ESICରେ ପୂରଣ ହେବ ୧୦୩୮ ପଦବୀ; ଦରମା ୯୨ ହଜାର ଟଙ୍କା

କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ESIC) ଗ୍ରୁପ୍-ସି ପାରାମେଡିକାଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ ଚାଲିଛି, ଯାହା ଏହି ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ରାଜ୍ୟରୁ ମୋଟ୍ ୧୦୩୮ ପଦବୀ ପୂରଣ ହେବା। ଓଡ଼ିଶାରେ କେତେ ପଦବୀ ଅଛି ଜାଣିବା ପାଇଁ ପଢନ୍ତୁ।

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ESIC ର ଅଫିସିଆଲ୍ ୱେବସାଇଟ୍ esic.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ ESIC Paramedical Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଓଡ଼ିଶା ସମେତ ଅନେକ ରାଜ୍ୟରେ କରାଯିବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଆବେଦନ ଶୁଳ୍କ:

ଯୋଗ୍ୟତା:

ବୟସ ସୀମା:

ମାସିକ ଦରମା:

କିପରି କରିବେ ଆବେଦନ: