Astrospeak
  • Live TV
  • Read In English

Odisha Police Recruitment: ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ତିନି ହଜାରରୁ ଅଧିକ ପଦବୀ

ଓଡ଼ିଶା ପୋଲିସ୍‌ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ପୋଲିସ୍ ବିଭାଗ(OPD) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ।

Odisha Police New Recruitment Apply For 3099 Posts
ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ତିନି ହଜାରରୁ ଅଧିକ ପଦବୀ

ଓଡ଼ିଶା ପୋଲିସ୍‌ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ପୋଲିସ୍ ବିଭାଗ(OPD) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ SI, କନଷ୍ଟେବଲ୍ ବାଟାଲିଅନ୍, ସିପାହୀ, SI ସଶସ୍ତ୍ର, ଡ୍ରାଇଭର MT, ଜୁନିଅର କ୍ଲର୍କ, କନଷ୍ଟେବଲ୍ ଯୋଗାଯୋଗ ଆଦି ପଦବୀ ପୂରଣ ହେବ।

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ପ୍ରାର୍ଥୀ କେନ୍ଦ୍ର ସରକାର ଅଧିନରେ ଏହି ଚାକିରି କରିବେ। ଦଶମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ଅଧିକ ପଢ଼ନ୍ତୁ: ସେଣ୍ଟ୍ରାଲ ବ୍ୟାଙ୍କ୍‌ରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPDର ଅଫିସିଆଲ୍ ୱେବ୍‌ସାଇଟ୍ https://odishapolice.gov.in/କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଶିକ୍ଷାଗତ ଯୋଗ୍ୟତା:

ବୟସ ସୀମା:

ବୟସ କୋହଳ:

ଚୟନ ପ୍ରକ୍ରିୟା:

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍: