Advertisment

ଓଡ଼ିଶାରେ ସରକାରୀ ଚାକିରି; ଦଶମ ଫେଲ୍ ପିଲା ବି ଆବେଦନ କରିବେ; ଦରମା ୨୩ ହଜାର ପରେ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ନୀଳାଚଳ ପ୍ରତିଷ୍ଠାନ ବିଭିନ୍ନ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଉଭୟ ଅନ୍‌ଲାଇନ୍ / ଅଫ୍‌ଲାଇନ୍ ମୋଡ୍‌ରେ ହେବ।

ଅଦ୍ୟତନ ହୋଇଛି
Odisha Panchayat Level Various Posts Recruitment

Odisha Panchayat Level Various Posts Recruitment

Advertisment

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ନୀଳାଚଳ ପ୍ରତିଷ୍ଠାନ ବିଭିନ୍ନ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଉଭୟ ଅନ୍‌ଲାଇନ୍ / ଅଫ୍‌ଲାଇନ୍ ମୋଡ୍‌ରେ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ nsp.org.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Panchayat Level Various Posts Recruitment Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ - ଚାଲିଛି
  • ଆବେଦନ ଶେଷ - ୧୬ ଡିସେମ୍ବର ୨୦୨୩

ଖାଲି ପଦବୀ:

  • ହାଉସ୍‌ ମଦର୍ – ୨ଟି ପୋଷ୍ଟ୍
  • ହାଉସ୍‌ ଫାଦର୍ – ୨ଟି ପୋଷ୍ଟ୍
  • ପାରାମେଡିକାଲ୍ ଷ୍ଟାଫ୍ – ୧ଟି ପୋଷ୍ଟ୍
  • ରୋଷେୟା – ୨ଟି ପୋଷ୍ଟ୍
  • ହେଲ୍‌ପର୍ – ୧ଟି ପୋଷ୍ଟ୍
  • ହାଉସ୍ କିପର୍ – ୧ଟି ପୋଷ୍ଟ୍
  • ଆୟା – ୨ଟି ପୋଷ୍ଟ୍
  • ପରିଚାଳକ / ସଂଯୋଜକ – ୧ଟି ପୋଷ୍ଟ୍
  • ମୋଟ୍ ପଦବୀ - ୧୨ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:

  • ହାଉସ୍‌ ମଦର୍ – କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ
  • ହାଉସ୍‌ ଫାଦର୍ – କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ
  • ପାରାମେଡିକାଲ୍ ଷ୍ଟାଫ୍ – ଫାର୍ମାସିଷ୍ଟ / ଆୟୁର୍ବେଦିକରେ ଡିପ୍ଲୋମା
  • ରୋଷେୟା / ହେଲ୍‌ପର୍ / ହାଉସ୍ କିପର୍ / ଆୟା - ଦଶମ ପାସ୍ / ଫେଲ୍
  • ପରିଚାଳକ / ସଂଯୋଜକ – ସୋସିଆଲ୍ ୱାର୍କ / ସମାଜବିଜ୍ଞାନ / ସାଇକୋଲୋଜିରେ ମାଷ୍ଟର ଡିଗ୍ରୀ ସହିତ କମ୍ପ୍ୟୁଟର ଜ୍ଞାନ

ବୟସ ସୀମା:

  • ସର୍ବନିମ୍ନ ବୟସ - ୨୧ ବର୍ଷ
  • ସର୍ବାଧିକ ବୟସ - ୩୮ ବର୍ଷ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD / ESM – ୦୫ ବର୍ଷ
  • PWD + SC / ST –୧୫ ବର୍ଷ

ମାସିକ ଦରମା:

  • ହାଉସ୍‌ ମଦର୍ – ୧୪,୫୬୪ ଟଙ୍କା
  • ହାଉସ୍‌ ଫାଦର୍ – ୧୪,୫୬୪ ଟଙ୍କା
  • ପାରାମେଡିକାଲ୍ ଷ୍ଟାଫ୍ – ୧୧,୯୧୬ ଟଙ୍କା
  • ରୋଷେୟା / ହେଲ୍‌ପର୍ / ହାଉସ୍ କିପର୍ / ଆୟା – ୯,୯୩୦ ରୁ ୭,୯୪୪ଟଙ୍କା
  • ପରିଚାଳକ / ସଂଯୋଜକ – ୨୩,୧୭୦ ଟଙ୍କା
Advertisment

ଚୟନ ପ୍ରକ୍ରିୟା

  • ମାର୍କ ବେସିସ୍‌ରେ ପ୍ରାର୍ଥୀ ଚୟନ ହେବ
  • ମାଧ୍ୟମିକ – ୧୦ ମାର୍କ
  • ଉଚ୍ଚ ମାଧ୍ୟମିକ – ୧୫ ମାର୍କ
  • ସ୍ନାତକ – ୨୫ ମାର୍କ
  • ସ୍ନାତକୋତ୍ତର – ୩୦ ମାର୍କ
  • ଅନ୍ୟ କୌଣସି ପାଠ୍ୟକ୍ରମ – ୧୦ ମାର୍କ
  • କାର୍ଯ୍ୟ ଅଭିଜ୍ଞତା – ୧୦ ମାର୍କ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍‌ nsp.org.inକୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Carrer ଟ୍ୟାବ୍‌କୁ ଯାଇ Apply Now ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ସ୍କ୍ରିନ୍‌ରେ ଏକ ଆବେଦନ ଫର୍ମ ଦେଖାଯିବ, ଏହାକୁ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍‌ଲୋଡ୍ କରନ୍ତୁ
  • Submit ବଟନ୍ ଉପରେ ଶେଷ କ୍ଲିକ୍ କରନ୍ତୁ
  • ଅଫଲାଇନରେ ଦାଖଲ କରିବା ପାଇଁ ଏକ ହାର୍ଡ କପି କାଢନ୍ତୁ
  • ଏହାକୁ ନିମ୍ନ ଠିକଣାରେ ପଠାନ୍ତୁ

ଡାକ ଠିକଣା:

Secretary, Nilachal Seva Pratisthan, At – Daya vihar ( Bangaon ), Po – Gadasahi, Ps – Kanas, District – Puri, Pin – 752017

Govt Jobs Odisha Job Postings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ