କେନ୍ଦୁଝର ବନ ବିଭାଗ ନିକଟରେ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସୋସିଓଲୋଜିଷ୍ଟ୍ (ୱାଇଲ୍ଡ ଲାଇଫ୍) ପଦବୀ ପୂରଣ ହେବ। ୱାଲ୍-ଇନ୍ ମୋଡ୍ରେ ପ୍ରାର୍ଥୀ ଚୟନ ହେବ।
ଯେଉଁ ପ୍ରାର୍ଥୀମାନେ ଏହାର ୱେବ୍ସାଇଟ୍ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ https://kendujhar.nic.inରେ କ୍ଲିକ୍ କରି ଦେଖିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Forest Department New Recruitment Notificationରେ କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ସାକ୍ଷାତକାର ଦିନ – ୧୫ ଡିସେମ୍ବର ୨୦୨୩
- ସ୍ଥାନ – ସମ୍ମିଳନୀ କକ୍ଷ, ବନ ବିଭାଗ, କେନ୍ଦୁଝର, ଓଡ଼ିଶା
ଶିକ୍ଷାଗତ ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ M.A / M.Sc ଡିଗ୍ରୀ
- ଏହି ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକ ସୂଚନା ପାଇଁ, ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ - ୨୧ ବର୍ଷ
- ସର୍ବାଧିକ ବୟସ - ୪୦ ବର୍ଷ
- ବୟସ ଗଣନା ୦୧।୧୧।୨୦୨୩ ଅନୁସାରେ ହେବ
ବୟସ କୋହଳ:
- OBC – ୦୩ ବର୍ଷ
- ST / SC / PWD / ESM – ୦୫ ବର୍ଷ
- PWD + SC / ST – ୧୫ ବର୍ଷ
ମାସିକ ଦରମା:
- ପ୍ରାର୍ଥୀ ଚୟନ ହେଲେ ମାସକୁ ୪୦,୦୦୦ ଟଙ୍କା ଦରମା ପାଇବେ
ଚୟନ ପ୍ରକ୍ରିୟା
- ସାକ୍ଷାତକାର
-
ଡକ୍ୟୁମେଣ୍ଟ୍ ଯାଞ୍ଚ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ଯୋଗ୍ୟତା ପ୍ରମାଣପତ୍ର
- ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
- ଦୁଇଟି ସାମ୍ପ୍ରତିକ କଲର ପାସ୍ପୋର୍ଟ ସାଇଜ୍ ଫଟୋ
- ଆଧାର କାର୍ଡ
- ବାସିନ୍ଦା ସାର୍ଟିଫିକେଟ୍
- ଜାତି ପ୍ରମାଣପତ୍ର
- ଅଭିଜ୍ଞତା ପ୍ରମାଣପତ୍ର (ଯଦି ଥାଏ)