Advertisment

OAV Teacher Recruitment: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନୂଆ ନିଯୁକ୍ତି; ପୂରଣ ହେବ ଶିକ୍ଷକ ପଦବୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଚୁକ୍ତିଭିତ୍ତିକ ଶିକ୍ଷକ PGT (ଇଂରାଜୀ, ଗଣିତ) ଏବଂ TGT (ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ) ପଦବୀ ପୂରଣ ହେବ। ଏହି ପୋଷ୍ଟଗୁଡିକ ଅଫ୍‌ଲାଇନ୍ ମୋଡ୍‌ରେ ପୂରଣ ହେବ।

OAV Teacher Post Recruitment 2023 Nabarangpur

OAV Teacher Post Recruitment 2023 Nabarangpur

Advertisment

ଚୁକ୍ତିଭିତ୍ତିକ ଶିକ୍ଷକ PGT (ଇଂରାଜୀ, ଗଣିତ) ଏବଂ TGT (ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ) ନିଯୁକ୍ତି ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟଗୁଡିକ ଅଫ୍‌ଲାଇନ୍ ମୋଡ୍‌ରେ ପୂରଣ ହେବ।

Advertisment

ଯେଉଁ ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏ ବିଷୟରେ ଜାଣିବାକୁ ଚାହୁଛନ୍ତି ସେମାନେ OAVର ଅଫିସିଆଲ୍ ୱେବ୍‌ସାଇଟ୍ nabarangpur.nic.in କୁ ଯାଆନ୍ତୁ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ OAV Teacher Post Recruitment 2023 Nabarangpur Notification କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ – ଆରମ୍ଭ ହୋଇସାରିଛି
  • ଆବେଦନ ଶେଷ – ୦୫ ଡିସେମ୍ବର ୨୦୨୩

ଖାଲି ପଦବୀ:

  • PGT ଗଣିତ – ୧ଟି ପୋଷ୍ଟ୍‌
  • PGT ଇଂରାଜୀ – ୩ଟି ପୋଷ୍ଟ୍‌
  • TGT ବିଜ୍ଞାନ – ୧ଟି ପୋଷ୍ଟ୍‌
  • TGT ଇଂରାଜୀ – ୨ଟି ପୋଷ୍ଟ୍‌
  • TGT SST – ୧ଟି ପୋଷ୍ଟ୍‌
  • TGT ଗଣିତ – ୧ଟି ପୋଷ୍ଟ୍‌
  • TGT ହିନ୍ଦୀ – ୨ଟି ପୋଷ୍ଟ୍‌
  • TGT ସଂସ୍କୃତ – ୧ଟି ପୋଷ୍ଟ୍‌
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୬୫ ବର୍ଷ

ବୟସ କୋହଳ:

  • OBC – ୩ ବର୍ଷ
  • ST / SC / PWD / ESM – ୫ ବର୍ଷ
  • PWD + SC / ST – ୧୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା:

  • TGT ଶିକ୍ଷକ – ସଂପୃକ୍ତ ବିଷୟରେ ପୋଷ୍ଟ ଗ୍ରାଜୁଏଟ୍ ଏବଂ ମାଷ୍ଟର ଡିଗ୍ରୀ ସହିତ B.Ed
  • PGT ଶିକ୍ଷକ - ସଂପୃକ୍ତ ବିଷୟରେ ଗ୍ରାଜୁଏଟ୍ ସହିତ B.Ed
  • ଅଧିକ ଜାଣିବା ପାଇଁ ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • PGT ଗଣିତ - ୩୦,୦୦୦ ଟଙ୍କା
  • PGT ଇଂରାଜୀ - ୨୫,୦୦୦ ଟଙ୍କା
  • TGT ବିଜ୍ଞାନ - ୨୦,୦୦୦ ଟଙ୍କା
  • TGT ଇଂରାଜୀ - ୨୦,୦୦୦ ଟଙ୍କା
  • TGT SST - ୨୦,୦୦୦ ଟଙ୍କା
  • TGT ଗଣିତ - ୨୦,୦୦୦ ଟଙ୍କା
  • TGT ହିନ୍ଦୀ - ୨୦,୦୦୦ ଟଙ୍କା
  • TGT ସଂସ୍କୃତ - ୨୦,୦୦୦ ଟଙ୍କା
  • TGT ଇଂରାଜୀ - ୨୦,୦୦୦ ଟଙ୍କା
Advertisment

ଚୟନ ପ୍ରକ୍ରିୟା:

  • ମେରିଟ୍ ବେସିସ୍‌ରେ ପ୍ରାର୍ଥୀ ମନୋନୀତ ହେବେ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଦଶମ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • +2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ସ୍ନାତକ ଏବଂ B.Ed ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ବାସିନ୍ଦା ସାର୍ଟିଫିକେଟ୍
  • D.EI.Ed ସାର୍ଟିଫିକେଟ୍
  • ଦସ୍ତଖତ
  • ପାସପୋର୍ଟ ଆକାରର ଫଟୋଗ୍ରାଫ୍

କିପରି କରିବେ ଆବେଦନ:

ଏହା ଏକ ଅଫଲାଇନ୍ ଆବେଦନ ମୋଡ୍ ହୋଇଥିବାରୁ ଯତ୍ନର ସହ ଆବେଦନ ଫର୍ମ ପୂରଣ କରନ୍ତୁ ତାପରେ ଏହାକୁ ଦିଆଯାଇଥିବା ଠିକଣାରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ପଠାନ୍ତୁ।

ଡାକ ଠିକଣା - The Nodal Principal, OAV HIRLI (Agnipur), At- HIRLI, PO- Nabarangpur, Dist- Nabarangpur, PIN- 764059

Govt Jobs Teacher Recruitment Odisha Adarsha Vidyalayas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ