Advertisment

NTPC Recruitment: NTPCରେ ପୂରଣ ହେବ ଡେପୁଟି ମ୍ୟାନେଜର ପଦବୀ; ଆବେଦନ କରିବାକୁ ଚାହୁଥିଲେ ଦେଖନ୍ତୁ

ନେସ୍‌ନାଲ୍ ଥର୍ମାଲ୍ ପାୱାର୍ ଲିମୋଇଟେଡ୍(NTPC)ରେ ବାହାରିଛି ନିଯୁକ୍ତି। NTPC E4 ସ୍ତରରେ ପ୍ରକଳ୍ପ ନିର୍ମାଣ/ନିର୍ମାଣ କ୍ଷେତ୍ରରେ ଡେପୁଟି ମ୍ୟାନେଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୧୦ ପଦବୀ ପୂରଣ ହେବ।

NTPC Recruitment Apply for 110 Deputy Manager posts Notification

NTPC Recruitment Apply for 110 Deputy Manager posts Notification

Advertisment

ନେସ୍‌ନାଲ୍ ଥର୍ମାଲ୍ ପାୱାର୍ ଲିମୋଇଟେଡ୍(NTPC)ରେ ବାହାରିଛି ନିଯୁକ୍ତି। NTPC E4 ସ୍ତରରେ ପ୍ରକଳ୍ପ ନିର୍ମାଣ/ନିର୍ମାଣ କ୍ଷେତ୍ରରେ ଡେପୁଟି ମ୍ୟାନେଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୧୦ ପଦବୀ ପୂରଣ ହେବ।

Advertisment

ଏନେଇ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଯାଇଛି। ବିଭିନ୍ନ ‍ଇଂଜିନିୟରିଂ କ୍ଷେତ୍ରରେ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବସାଇଟ୍ Careers.ntpc.co.in କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଅନଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NTPC Recruitment Apply for 110 Deputy Manager posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଖାଲି ପଦବୀ:

  • ଡେପୁଟି ମ୍ୟାନେଜର୍ (ଇଲେକ୍ଟ୍ରିକାଲ୍ ଇରେକ୍ସନ୍) – ୨୦ଟି ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର୍ (ମେକାନିକାଲ୍ ଇରେକ୍ସନ୍) – ୫୦ଟି ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର୍ (ସି&ଆଇ ଇରେକ୍ସନ୍) – ୧୦ଟି ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର (ସିଭିଲ୍ କନଷ୍ଟ୍ରକ୍ସନ) – ୩୦ଟି ପୋଷ୍ଟ୍‌

ଆବେଦନ ଶୁଳ୍କ:

  • General/EWS/OBC - ୩୦୦ ଟଙ୍କା
  • SC / ST / PWBD / XSM/ ମହିଳା – ଦେୟ ମୁକ୍ତ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ www.ntpc.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ“Recruitment of experienced professionals as Deputy Manager in the area of Project Erection/Construction at (E4 Level), Advt. No. 05/24. Last date of application is 08.03.2024” ଉପରେ କ୍ଲିକ୍ କରନ୍ତୁ।
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଫିସ୍‌ ଦିଅନ୍ତୁ
  • Submit ବଟନ ଉପରେ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ୍‌ କାଢନ୍ତୁ
Advertisment
Govt Jobs NTPC NTPC Recruitment NTPC Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ