Advertisment

NTPC Mining Recruitment: ଏଠି ପୂରଣ ହେବ ୧୧୪ ପଦବୀ; ତୁରନ୍ତ କରନ୍ତୁ ଆବେଦନ

NTPC ମାଇନିଂ ଲିମିଟେଡ୍ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରୁୟାରେ ମାଇନିଂ ଓଭର୍‌ମ୍ୟାନ୍, ମାଗାଜିନ୍ ଇନ୍-ଚାର୍ଜ, ମେକାନିକାଲ୍ ସୁପରଭାଇଜର ସହିତ ଅନ୍ୟାନ୍ୟ ପଦବୀ ପୂରଣ ହେବ। ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ଅଦ୍ୟତନ ହୋଇଛି
NTPC Mining Recruitment 2023

NTPC Mining Recruitment 2023

Advertisment

ନ୍ୟାସ୍‌ନାଲ୍‌ ଥର୍ମାଲ୍ ପାୱାର୍ କର୍ପୋରେସନ୍ (NTPC) ମାଇନିଂ ଲିମିଟେଡ୍ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମାଇନିଂ ଓଭର୍‌ମ୍ୟାନ୍, ମାଗାଜିନ୍ ଇନ୍-ଚାର୍ଜ, ମେକାନିକାଲ୍ ସୁପରଭାଇଜର ସହିତ ଅନ୍ୟାନ୍ୟ ପଦବୀ ପୂରଣ ହେବ। ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPC ର ଅଫିସିଆଲ୍ ୱେବ୍‌ସାଇଟ୍ Careers.ntpc.co.in କୁ ଯାଇ ଅନ୍‌ଲାଇନ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NTPC Mining Recruitment Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୨ ଡିସେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ଡିସେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ମାଇନିଂ ଓଭରମ୍ୟାନ୍ – ୫୨ଟି ପୋଷ୍ଟ୍‌
  • ମେକାନିକାଲ୍ ସୁପରଭାଇଜର – ୨୧ଟି ପୋଷ୍ଟ୍‌
  • ଇଲେକ୍ଟ୍ରିକାଲ୍ ସୁପରଭାଇଜର – ୧୩ଟି ପୋଷ୍ଟ୍‌
  • ଜୁନିଅର ମାଇନିଂ ସୁପରଭାଇଜର – ୧୧ଟି ପୋଷ୍ଟ୍‌
  • ମାଗାଜିନ୍ ଇନ୍‌ଚାର୍ଜ – ୦୭ଟି ପୋଷ୍ଟ୍‌
  • ମାଇନିଂ ସର୍ଦ୍ଦାର – ୦୭ଟି ପୋଷ୍ଟ୍‌
  • ଧନ୍ଦାମୂଳକ ତାଲିମ ନିର୍ଦେଶକ – ୦୩ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୧୧୪ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ମାଇନିଂ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ / ଡିପ୍ଲୋମା ଇନ୍ ମାଇନିଂ ଇଞ୍ଜିନିୟରିଂ ଏବଂ ମାଇନ୍ ସର୍ଭେ / ଡିପ୍ଲୋମା ଇନ୍ ମେକାନିକାଲ୍ / ପ୍ରଡକ୍ସନ୍ ଇଞ୍ଜିନିୟରିଂ / ଡିପ୍ଲୋମା ଇନ୍ ମାଇନିଂ / ଇଲେକ୍ଟ୍ରିକାଲ୍ / ମେକାନିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଉଚିତ।

Advertisment

ବୟସ ସୀମା:

  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୩୧ ଡିସେମ୍ବର ୨୦୨୩ ଅନୁସାରେ ହେବ

ବୟସ କୋହଳ:

  • OBC/SC/ST/LO(Land Oustee) – ୦୫ ବର୍ଷ
  • ESM – ଭାରତ ସରକାରଙ୍କ ପ୍ରଚଳିତ ନିୟମାନୁସାରେ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/ EWS/ OBC – ୩୦୦ଟଙ୍କା
  • SC/ST/ESM/LO/ ମହିଳା - ଦେୟମୁକ୍ତ
Govt Jobs NTPC NTPC Recruitment NTPC Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ