Advertisment

NTPC Recruitment 2024: NTPCରେ ପୂରଣ ହେବ ଡେପୁଟୀ ମ୍ୟାନେଜର୍ ପଦବୀ ; ଦରମା ୨ ଲକ୍ଷ ଟଙ୍କା

NTPCରେ ଚାକିରି ପାଇଁ ଅନେକ ଆଶାୟୀ ଥାଆନ୍ତି। ଆପଣ ଯଦି NTPCରେ ଚାକିରି କରିବା ପାଇଁ ଇଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ NTPC ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

NTPC Deputy Manager Recruitment Apply for 250 posts

NTPC Deputy Manager Recruitment Apply for 250 posts

Advertisment

ନେସ୍‌ନାଲ୍ ଥର୍ମଲ୍ ପାୱାର୍ କର୍ପୋରେସନ୍ (NTPC)ରେ ଚାକିରି ପାଇଁ ଅନେକ ଆଶାୟୀ ଥାଆନ୍ତି। ଆପଣ ଯଦି NTPCରେ ଚାକିରି କରିବା ପାଇଁ ଇଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ NTPC ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ NTPCରେ ବିଭିନ୍ନ କ୍ଷେତ୍ରରେ ଡେପୁଟୀ ମ୍ୟାନେଜର୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ବିଶେଷ କରି ଟେକ୍ନିକାଲ୍ ପିଲା ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବ୍‌ସାଇଟ୍‌ ntpc.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ NTPC Deputy Manager Recruitment Apply for 250 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୪ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଇଲେକ୍ଟ୍ରିକାଲ୍ ଇରେକ୍ସନ୍ ଡେପୁଟି ମ୍ୟାନେଜର – ୪୫ଟି ପୋଷ୍ଟ୍
  • ମେକାନିକାଲ୍ ଇରେକ୍ସନ୍ ଡେପୁଟି ମ୍ୟାନେଜର – ୯୫ଟି ପୋଷ୍ଟ୍
  • ସି ଆଣ୍ଡ ଆଇ ଇରେକସନ୍ ଡେପୁଟି ମ୍ୟାନେଜର – ୩୫ଟି ପୋଷ୍ଟ୍
  • ସିଭିଲ୍ କନଷ୍ଟ୍ରକସନ ଡେପୁଟି ମ୍ୟାନେଜର – ୭୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ସମ୍ବନ୍ଧିତ କ୍ଷେତ୍ରରେ ୬୦% ମାର୍କ ସହିତ B.E କିମ୍ବା B.Tech ଡିଗ୍ରୀ
  • ଏହା ବ୍ୟତୀତ ସମ୍ପୃକ୍ତ କ୍ଷେତ୍ରରେ ପାୱାର୍‌ ସେକ୍ଟର୍‌ରେ କାମ କରିବାର ୩ ବର୍ଷରୁ ୧୦ ବର୍ଷର ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୪୦ ବର୍ଷ
  • SC/ST/PWD/OBC କ୍ଷେତ୍ରରେ ବୟସ କୋହଳ ଅଛି
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୭୦,୯୦୦ ଟଙ୍କା
  • ସର୍ବାଧିକ ଦରମା – ୨,୦୦୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୩୦୦ ଟଙ୍କା
  • SC/ST/ PwBD//XSM – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଅନୁସାରେ ସଟ୍‌ଲିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • NTPCର ଅଫିସିଆଲ୍ ୱେବ୍‌ସାଇଟ୍‌ ntpc.co.in କୁ ଯାଆନ୍ତୁ
  • “Jobs” ବିଭାଗକୁ ଯାଆନ୍ତୁ ଏବଂ NTPC ଡେପୁଟି ମ୍ୟାନେଜର ନିଯୁକ୍ତିର ବିଜ୍ଞପ୍ତିରେ କ୍ଲିକ୍ କରନ୍ତୁ
  • ନୂତନ ଉପଭୋକ୍ତାମାନେ ପ୍ରଥମେ ପଞ୍ଜିକରଣ କରିବା ଉଚିତ. ଏହା ପରେ ପଞ୍ଜୀକରଣ ID ଏବଂ ଇମେଲ୍ ID ପ୍ରବେଶ କରନ୍ତୁ
  • ଲଗ୍ ଇନ୍ କରିବା ପରେ, ଆବେଦନ ଫର୍ମ ସଠିକ୍ ଭାବରେ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • "Submit" ଉପରେ କ୍ଲିକ୍ କରନ୍ତୁ ଏବଂ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ କାଢନ୍ତୁ
Govt Jobs Job Search NTPC NTPC Recruitment Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ