Advertisment

North Western Railway Recruitment 2024: ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ; ପୂରଣ ହେବ ୧୭୦୦ରୁ ଅଧିକ ପଦବୀ

ଉତ୍ତର-ପଶ୍ଚିମ ରେଳବାଇ(NWR) ନେଇଆସିଛି ନିଯୁକ୍ତି ସୁଯୋଗ। ଏନେଇ NWR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

North Western Railway Recruitment 2024

North Western Railway Recruitment 2024

Advertisment

ଭାରତୀୟ ରେଳବାଇରେ ଚାକିରି ପାଇଁ ଅନେକ ପ୍ରାର୍ଥୀ ଆଗ୍ରହୀ ଥାଆନ୍ତି। ଏନେଇ ସେମାନେ ବର୍ଷ ବର୍ଷ ଧରି ନିଜକୁ ପ୍ରସ୍ତୁତ କରନ୍ତି। ଆପଣ ଯଦି ଏମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଲେଖା ଆପଣଙ୍କ ପାଇଁ। ଉତ୍ତର-ପଶ୍ଚିମ ରେଳବାଇ(NWR) ଏହି ସୁଯୋଗ ନେଇଆସିଛି। ଏନେଇ NWR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ NWR ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୭୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NWRର ଅଫିସିଆଲ୍ ୱେବ୍‌ସାଇଟ୍‌ rrcjaipur.in. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ North Western Railway Apprentice Recruitment 2024 Post apply for 1791 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ନଭେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ଡିସେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • DRM ଅଫିସ୍, ଅଜମେର୍ – ୪୪୦ଟି ପୋଷ୍ଟ୍‌
  • DRM ଅଫିସ୍, ବିକାନେର୍ – ୪୮୨ଟି ପୋଷ୍ଟ୍‌
  • DRM କାର୍ଯ୍ୟାଳୟ, ଜୟପୁର – ୫୩୨ଟି ପୋଷ୍ଟ୍‌
  • DRM କାର୍ଯ୍ୟାଳୟ, ଯୋଧପୁର – ୬୭ଟି ପୋଷ୍ଟ୍‌
  • BTC କ୍ୟାରେଜ୍, ଅଜମେର୍ – ୯୯ଟି ପୋଷ୍ଟ୍‌
  • BTC ଲୋକୋ, ଅଜମେର୍ – ୬୯ଟି ପୋଷ୍ଟ୍‌
  • କ୍ୟାରେକ୍ କର୍ମଶାଳା, ବିକାନେର୍ – ୩୨ଟି ପୋଷ୍ଟ୍‌
  • କ୍ୟାରେକ୍ କର୍ମଶାଳା, ଯୋଧପୁର – ୭୦ଟି ପୋଷ୍ଟ୍‌
  • ମୋଟ୍ – ୧୭୯୧ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ
  • ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ଶ୍ରେଣୀ ପାଶ୍‌
  • ନ୍ୟାସନାଲ କାଉନସିଲ୍ ଫର୍‌ ଭୋକେସନାଲ୍ ଟ୍ରେନିଂ (NCVT) / ଷ୍ଟେଟ୍ କାଉନ୍‌ସିଲ୍ ଫର୍‌ ଭୋକେସନାଲ୍ ଟ୍ରେନିଂ (SCVT) ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ ମଧ୍ୟ ପ୍ରାର୍ଥୀ ରାଷ୍ଟ୍ରୀୟ ଟ୍ରେଡ୍ ପ୍ରମାଣପତ୍ର ଥିବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବୟସ ଗଣନା ୧୦।୧୨।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PwBD / ମହିଳା – ଦେୟମୁକ୍ତ
  • ଅନ୍ୟମାନେ – ୧୦୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ମିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Indian Railways Indian Railway Jobs Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ