Astrospeak
  • Live TV
  • Read In English

Railway Recruitment 2023: ଭାରତୀୟ ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ

ଭାରତୀୟ ରେଳବାଇ ବମ୍ପର ନିଯୁକ୍ତି ଘୋଷଣା କରିଛି। ରେଳବାଇ ନିଯୁକ୍ତି ସେଲ୍ (ପୂର୍ବାଞ୍ଚଳ ରେଳବାଇ) ୩ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୧୦ମ ପାଶ ପ୍ରାର୍ଥୀ ଆବେଦନ କରିପାରିବେ।

more than 3000 posts vacancy in indian railway
ଭାରତୀୟ ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ

ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଳବାଇ ବମ୍ପର ନିଯୁକ୍ତି ଘୋଷଣା କରିଛି। ରେଳବାଇ ନିଯୁକ୍ତି ସେଲ୍ (ପୂର୍ବାଞ୍ଚଳ ରେଳବାଇ) ୩ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଭାରତୀୟ ରେଳବାଇ ଆପ୍ରେଣ୍ଟିସ୍ ପଦବୀ ପାଇଁ ଏହି ନିଯୁକ୍ତି ବାହାର କରିଛି। ଏନେଇ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ er.indianrailways.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Railway Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

କେଉଁ ଡିଭିଜନରେ କେତେ:

ବୟସ ସୀମା:


ଶିକ୍ଷାଗତ ଯୋଗ୍ୟତା:

ଚୟନ ପ୍ରକ୍ରିୟା: