Advertisment

Konkan Railway Recruitment 2024: ଦଶମ ପାଶ୍ କରିଥିଲେ ରେଳବାଇରେ ଚାକିରି; ଦରମା ୪୪ ହଜାରରୁ ଅଧିକ

ଆପଣ ଯଦି ରେଳବାଇରେ ଚାକିରି କରିବା ପାଇଁ ଆଗ୍ରହୀ, ତେବେ କୋଙ୍କଣ ରେଳବାଇ କିଛି ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Konkan Railway Recruitment 2024 Apply for 190 posts

Konkan Railway Recruitment 2024 Apply for 190 posts

Advertisment

ଅନେକ ଯୁବକ ଭାରତୀୟ ରେଳବାଇରେ କାମ କରିବାକୁ ଚାହାଁନ୍ତି। ରେଳବାଇ ମଧ୍ୟ ଯୁବ ଆଶାୟୀଙ୍କ ପାଇଁ ପ୍ରତ୍ୟେକ ସମୟରେ ନିଯୁକ୍ତି ପ୍ରଦାନ କରିଥାଏ। ଯଦି ଆପଣ ମଧ୍ୟ ରେଳବାଇରେ ଚାକିରି କରିବା ପାଇଁ ଆଗ୍ରହୀ, ତେବେ କୋଙ୍କଣ ରେଳବାଇ କିଛି ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଅଧିକ ପଢ଼ନ୍ତୁ: Union Bank Jobs: ୟୁନିଅନ୍ ବ୍ୟାଙ୍କ୍‌ରେ ପୂରଣ ହେବ ୫୦୦ ପଦବୀ; ଓଡ଼ିଶାରେ ସୁଯୋଗ ପାଇବେ ଏତେ ପିଲା

ଏହି ନିଯୁକ୍ତି ମାଧ୍ୟମରେ ରେଳବାଇରେ ସିନିୟର ସେକ୍ସନ୍ ଇଞ୍ଜିନିୟର, ଟେକ୍ନିସିଆନ୍, ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଷ୍ଟେସନ୍ ମାଷ୍ଟର, ଗୁଡ୍ ଟ୍ରେନ୍ ମ୍ୟାନେଜର, ଟ୍ରାକ୍ ମେଣ୍ଟେନର୍ ଭଳି ଅନେକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୯୦ ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ କୋଙ୍କଣ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍‌ konkanrailway.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Konkan Railway Recruitment 2024 Apply for 190 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୬ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • ଇଲେକ୍ଟ୍ରୀକାଲ୍ – ୩୫ଟି ପୋଷ୍ଟ୍
  • ସିଭିଲ୍ – ୪୦ଟି ପୋଷ୍ଟ୍
  • ମେକାନିକାଲ୍ – ୨୦ଟି ପୋଷ୍ଟ୍
  • ଅପରେଟିଙ୍ଗ – ୭୫ଟି ପୋଷ୍ଟ୍
  • ସିଗ୍‌ନାଲ୍ ଓ ଟେଲି କମ୍ୟୁନିକେସନ୍ – ୧୫ଟି ପୋଷ୍ଟ୍
  • କମରସିଆଲ୍ – ୦୫ଟି ପୋଷ୍ଟ୍
  • ମୋଟ୍ – ୧୯୦ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: Indian Navy Recruitment 2024: ଭାରତୀୟ ନୌସେନା ବାହାରିଲା ଚାକିରି; ଦ୍ୱାଦଶ ପିଲା କରିବେ ଆବେଦନ

ଯୋଗ୍ୟତା:

  • ବିଭିନ୍ନ ବିଭାଗ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରହିବା
  • ତେବେ ଅଧିକାଂଶ ପଦବୀ ମେଟ୍ରିକ୍ୟୁଲେସନ୍ ଓ ବ୍ୟାଚ୍‌ଲର୍ ଡିଗ୍ରୀ ରହିବା ଜରୁରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୬ ବର୍ଷ
  • ବୟସ ଗଣନା ୦୧ ଅଗଷ୍ଟ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୮,୦୦୦ ଟଙ୍କା
  • ସର୍ବାଧିକ ଦରମା – ୪୪,୯୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: NTPC Recruitment 2024: NTPCରେ ପୂରଣ ହେବ ଡେପୁଟୀ ମ୍ୟାନେଜର୍ ପଦବୀ ; ଦରମା ୨ ଲକ୍ଷ ଟଙ୍କା

Indian Railways Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ