Advertisment

ଖୁସି ଖବର...ଖେଲୋ ଇଣ୍ଡିଆ ବିଜେତାଙ୍କୁ ମିଳିବ ସରକାରୀ ଚାକିରି...

ଖେଲୋ ଇଣ୍ଡିଆ ମେଡାଲ ବିଜେତାଙ୍କୁ ମିଳିବ ସରକାରୀ ନିଯୁକ୍ତି । ସରକାରୀ ନିଯୁକ୍ତି ଲାଗି ଆବେଦନ କରିପାରିବେ କ୍ରୀଡ଼ାବିତ୍ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ କଲା ଘୋଷଣା ।

Khelo India Medal Winners

Khelo India Medal Winners

Advertisment

ଖେଲୋ ଇଣ୍ଡିଆରେ ଭାଗ ନେଇ ମେଡାଲ ଜିତିଥିବା କ୍ରୀଡ଼ାବିତଙ୍କୁ ମିଳିବ ସରକାରୀ ନିଯୁକ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି । ଆଜିଠାରୁ ବିଦ୍ଧିବଦ୍ଧ ଭାବେ ଖେଲୋ ଇଣ୍ଡିଆ କ୍ରୀଡ଼ାବିତ୍ ସରକାରୀ ନିଯୁକ୍ତି ଲାଗି ଆଦେବନ କରିପାରିବେ
। 

Advertisment

ପୂର୍ବରୁ କେବଳ ଦେଶ ଲାଗି ପ୍ରତିନିଧିତ୍ବ କରି ମେଡାଲ ଆଣିଥିବା କ୍ରୀଡବିତ୍ ସରକାରୀ ନିଯୁକ୍ତି ପାଉଥିଲେ । ତେବେ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନଦେବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେବା ପରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏହି ଘୋଷଣା କରିଛି । 

Advertisment

ଖେଲୋ ଇଣ୍ଡିଆ କ୍ରୀଡ଼ାବିତଙ୍କ ସମେତ ବିଶ୍ବବିଦ୍ୟାଳୟ ସ୍ତରରେ ବି କ୍ରୀଡାବିତ୍‌ ସରକରୀ ଚାକିରି ଲାଗି ଯୋଗ୍ୟ ହେବେ। ସେହପରି ପାରା ଆଥଲେଟ୍‌ ମାନଙ୍କୁ ବି ସରକାରୀ ନିଯୁକ୍ତି ମିଳିବ। 

Khelo India Government Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ