ଅଦ୍ୟତନ ହୋଇଛି
junior intelligence officer vacancy in intelligence bureau
Advertisment
ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ ଜୁନିଅର ଇଣ୍ଟେଲିଜେନ୍ସ ଅଫିସର ପଦ ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ mha.gov.inକୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
Advertisment
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ ତାରିଖ - ୦୩ ଜୁନ୍ ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ ତାରିଖ - ୨୩ ଜୁନ୍ ୨୦୨୩
- ଆବେଦନ ଶୁଳ୍କ ଦେବାର ଶେଷ ତାରିଖ – ୨୭ ଜୁନ୍ ୨୦୨୩
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ – ୨୭ ବର୍ଷ
- ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଏସ୍ସି, ଏସ୍ଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ ହେବ
Advertisment
ଶିକ୍ଷାଗତ ଯୋଗ୍ୟତା:
- ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ଫିଜିକ୍ସ, ଗଣିତ ଭଳି ବିଷୟ ରଖି ସାଇନ୍ସରେ ଗ୍ରାଜୁଏସନ୍ କରିଥିବା ଉଚିତ।
- କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଟାନରୁ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ ଯୋଗାଯୋଗ କିମ୍ବା କମ୍ପ୍ୟୁଟର ସାଇନ୍ସ ଭଳି କ୍ଷେତ୍ରରେ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିବା ଉଚିତ।
- କମ୍ପ୍ୟୁଟର ଆପ୍ଲିକେସନ୍ରେ ବ୍ୟାଚ୍ଲର୍ ଡିଗ୍ରୀ(BCA)
ଖାଲି ପଦବୀ:
- UR (ଜେନେରାଲ୍) – ୩୨୫ ପୋଷ୍ଟ
- EWS (ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ) - ୭୯ ପୋଷ୍ଟ
- OBC (ଅନ୍ୟନ୍ୟା ପଛୁଆ ଶ୍ରେଣୀ) - ୨୧୫ ପୋଷ୍ଟ
- SC (ଅନୁସୂଚିତ ଜାତି) - ୧୧୯ ପୋଷ୍ଟ
- ST (ଅନୁସୂଚିତ ଜନଜାତି) - ୫୯ ପୋଷ୍ଟ
- ମୋଟ – ୭୯୭ ପୋଷ୍ଟ
Advertisment
ଆବେଦନ ଶୁଳ୍କ:
- ଜେନେରାଲ, EWS ଏବଂ ଓବିସି ବର୍ଗର ପୁରୁଷ ପ୍ରାର୍ଥୀ – ୪୫୦ ଟଙ୍କା
- ଏସ୍ସି, ଏସ୍ଟି, ମହିଳା ଏବଂ ପୂର୍ବତନ କର୍ମଚାରୀ - ଦେୟ ମୁକ୍ତ
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା – ୧୦୦ ମାର୍କ
- ଦକ୍ଷତା ପରୀକ୍ଷା – ୩୦ ମାର୍କ
- ସାକ୍ଷାତକାର – ୨୦ ମାର୍କ
ଦରମା:
- ସର୍ବନିମ୍ନ ମାସିକ ଦରମା – ୨୫,୫୦୦ ଟଙ୍କା
- ସର୍ବାଧିକ ମାସିକ ଦରମା – ୮୧,୧୦୦ ଟଙ୍କା
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବ୍ସାଇଟ୍ (www.mha.gov.in କୁ ଯାଆନ୍ତୁ
- ଏଠାରେ ଆବେଦନ ଫର୍ମ ପୂରଣ କରନ୍ତୁ
- ନିଜର ଫଟୋ, ହସ୍ତାକ୍ଷର, ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଅପ୍ଲୋଡ୍ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685879130.jpg)