Advertisment

NITରେ ପୂରଣ ହେବ ୧୦୯ ପଦବୀ; ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT) ରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ନ୍ୟାସ୍‌ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସିଲ୍‌ଚର ୧୦୯ ଟି ଅଣ-ଶିକ୍ଷଣ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।

Job in NIT silchar registration process going on

Job in NIT silchar registration process going on

Advertisment

ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT) ରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ନ୍ୟାସ୍‌ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସିଲ୍‌ଚର ୧୦୯ ଟି ଅଣ-ଶିକ୍ଷଣ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।

Advertisment

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ସରକାରୀ ୱେବ୍‌ସାଇଟ୍‌ରେ ଚାଲିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.nits.ac.in କୁ ଯାଇ ଆବେଦନ କରିପାରିବେ। କରି ଆବେଦନ କରିପାରିବେ |

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍‌ ଆବେଦନ କରିବାର ଶେଷ ତାରିଖ - ୮ ଅଗଷ୍ଟ
  • ଆବେଦନ ଫର୍ମର ହାର୍ଡ କପି ଦାଖଲ କରିବାର ଶେଷ ତାରିଖ - ୧୬ ଅଗଷ୍ଟ
Advertisment

ଖାଲି ପଦବୀ:

ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୦୯ ପଦବୀରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇବେ।

  • ରେଜିଷ୍ଟ୍ରାର୍: ୧ଟି ପୋଷ୍ଟ
  • ଲାଇବ୍ରେରିଆନ୍: ୧ଟି ପୋଷ୍ଟ
  • ସହକାରୀ ରେଜିଷ୍ଟ୍ରାର୍: ୨ ଟି ପୋଷ୍ଟ
  • ଟେକ୍ନିକାଲ୍ ଅଫିସର୍: ୧ଟି ପୋଷ୍ଟ
  • ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍: ୨୩ ଟି ପୋଷ୍ଟ
  • ଜୁନିୟର ଇଞ୍ଜିନିୟର: ୬ ଟି ପୋଷ୍ଟ
  • SAS ଆସିଷ୍ଟାଣ୍ଟ୍: ୨ଟି ପୋଷ୍ଟ
  • ସୁପରିଣ୍ଟେଣ୍ଡେଣ୍ଡ୍: ୭ ଟି ପୋଷ୍ଟ
  • ସିନିୟର ଟେକ୍ନିସିଆନ୍: ୧୪ ଟି ପୋଷ୍ଟ
  • ସିନିୟର ଆସିଷ୍ଟାଣ୍ଟ୍: ୮ ଟି ପୋଷ୍ଟ
  • ଷ୍ଟେନୋଗ୍ରାଫର୍: ୧ଟି ପୋଷ୍ଟ
  • ଟେକ୍ନିସିଆନ୍: ୨୮ ଟି ପୋଷ୍ଟ
  • ଜୁନିଅର ଆସିଷ୍ଟାଣ୍ଟ: ୧୫ ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଆଗ୍ରହୀ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ଏକ ପ୍ରାସଙ୍ଗିକ ବିଷୟରେ ବ୍ୟାଚେଲର୍ କିମ୍ବା ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।
Advertisment

ଆବେଦନ ଶୁଳ୍କ:

  • ଜେନେରାଲ / ଓବିସି ପ୍ରାର୍ଥୀ - ୧, ୦୦୦ ଟଙ୍କା
  • SC / ST / PWD ପ୍ରାର୍ଥୀ - ୫୦୦ ଟଙ୍କା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ www.nits.ac.in କୁ ଯାଆନ୍ତୁ
  • ହୋମ୍ ପେଜ୍‌ରେ Recruitment ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ତା’ପରେ Recruitment ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • “ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସିଲ୍‌ଚର, ୨୦୨୩ ର ବିଭିନ୍ନ ଅଣ-ଶିକ୍ଷଣ ପୋଷ୍ଟ ନିଯୁକ୍ତି ପାଇଁ ଆବେଦନ ପୋର୍ଟାଲ୍” ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଫର୍ମ ଦାଖଲ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ କାଢନ୍ତୁ
Govt Jobs NIT Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ