• Astrospeak
  • Live TV
  • Read In English

ISRO Recruitment 2023: ଦଶମ ପାଶ୍ କରିଥିଲେ ISROରେ ଚାକିରି; ଦରମା ୬୦ ହଜାର ପରେ

ISRO ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ବାହାର କରିଛି ନିଯୁକ୍ତି ବିଜ୍ଞାପନ। ଏହି ନିଯୁକ୍ତି ପ୍ରକ୍ରିୟାରେ ହାଲୁକା ଯାନ ଏବଂ ଭାରୀ ଯାନ ଡ୍ରାଇଭର ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀ ଏହାର ଫାଇଦା ନେଇପାରିବେ।

ISRO recruitment 2023 VSSC invites applications for LVD, HVD posts
ଦଶମ ପାଶ୍ କରିଥିଲେ ISROରେ ଚାକିରି; ଦରମା ୬୦ ହଜାର ପରେ

ISRO ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ବାହାର କରିଛି ନିଯୁକ୍ତି ବିଜ୍ଞାପନ। ଏହି ନିଯୁକ୍ତି ପ୍ରକ୍ରିୟାରେ ହାଲୁକା ଯାନ ଏବଂ ଭାରୀ ଯାନ ଡ୍ରାଇଭର ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀ ଏହାର ଫାଇଦା ନେଇପାରିବେ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ପ୍ରାର୍ଥୀମାନେ ISRO ର ଅଫିସିଆଲ୍ ୱେବସାଇଟ୍ www.vssc.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ ISRO VSSC Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଯୋଗ୍ୟତା:

ହାଲୁକା ଯାନ ଡ୍ରାଇଭର –

ଭାରୀ ଯାନ ଡ୍ରାଇଭର –

ଦରମା:

କିପରି କରିବେ ଆବେଦନ: