Advertisment

Indian Coast Guard Recruitment 2024: ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି; ୫୬ବର୍ଷରେ କରିପାରିବେ ଆବେଦନ

ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି କି? ଯଦି ହଁ, ଏହି ସୁଯୋଗ ଆପଣଙ୍କ ପାଇଁ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Indian Coast Guard Recruitment 2024

Indian Coast Guard Recruitment 2024

Advertisment

ଭାରତୀୟ ପ୍ରତିରକ୍ଷା ବିଭାଗରେ ଚାକିରି କରିବା ନେଇ ଅନେକ ଯୁବକଙ୍କ ସ୍ୱପ୍ନ ଥାଏ। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ Indian Coast Guard ରେ ବିଭିନ୍ନ ଅଫିସର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୩୭ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ କାନାରା ବ୍ୟାଙ୍କ୍‌ର ଅଫିସିଆଲ୍ ୱେବ୍‌ସାଇଟ୍‌ indiancoastguard.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Coast Guard Recruitment 2024 Apply for 38 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ବିଜ୍ଞପ୍ତି ପ୍ରକାଶ ପାଇବାର ୬୦ ଦିନ ଭିତରେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସିନିୟର୍ ସିଭିଲିଆନ୍ ଷ୍ଟାଫ୍ ଅଫିସର୍ (ଲଜିଷ୍ଟିକ୍ସ) - ୩ଟି ପୋଷ୍ଟ
  • ସିଭିଲିଆନ୍ ଷ୍ଟାଫ୍ ଅଫିସର୍ (ଲଜିଷ୍ଟିକ୍ସ) – ୧୨ଟି ପୋଷ୍ଟ
  • ସହକାରୀ ନିର୍ଦ୍ଦେଶକ (ରାଜଭାଷା) – ୩ଟି ପୋଷ୍ଟ
  • ସେକ୍ସନ୍ ଅଫିସର୍ – ୭ଟି ପୋଷ୍ଟ
  • ସିଭିଲିଆନ୍ ଗେଜେଟେଡ୍ ଅଫିସର (ଲଜିଷ୍ଟିକ୍ସ) - ୮ଟି ପୋଷ୍ଟ
  • ଷ୍ଟୋର୍ ଫୋରମ୍ୟାନ୍ – ୨ଟି ପୋଷ୍ଟ
  • ଷ୍ଟୋର କିପର ଗ୍ରେଡ୍-୧ – ୩ଟି ପୋଷ୍ଟ
  • ମୋଟ୍ – ୩୮ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଯୋଗ୍ୟତା ମଧ୍ୟ ଭିନ୍ନ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୫୬ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ବିଭିନ୍ନ ପଦବୀ ପାଇଁ ଭିନ୍ନ ଦରମା
  • ସର୍ବନିମ୍ନ ଦରମା – ୯,୩୦୦ ଟଙ୍କା
  • ସର୍ବନିମ୍ନ ଦରମା – ୨,୦୯,୨୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ