Indian Bank Recruitment 2024: ବ୍ୟାଙ୍କରେ ଚାକିରି ସୁଯୋଗ, ଇଣ୍ଡିଆନ ବ୍ୟାଙ୍କରେ ପୂରଣ ହେବ ୩୦୦ ଅଫିସର ପଦବୀ

ଆପଣ ଯଦି Bankରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ହାତମୁଠାରେ । Indian Bank ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ମାଧ୍ୟମରେ ୩୦୦ ଲୋକାଲ ବ୍ୟାଙ୍କ ଅଫିସର ପଦବୀ ପୂରଣ ହେବ ।

Indian Bankରେ ପୂରଣ ହେବ ଅଫିସର ପଦବୀ

ଭାରତରେ ସାଧାରଣତଃ ବ୍ୟାଙ୍କ୍ ଚାକିରିକୁ ସମ୍ମାନର ସହିତ ନିଆଯାଏ । ଆପଣ ଯଦି ବ୍ୟାଙ୍କରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତମୁଠାରେ । ଏନେଇ  Indian Bank ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ନିଯୁକ୍ତି ମାଧ୍ୟମରେ Indian Bankରେ ଲୋକାଲ ବ୍ୟାଙ୍କ ଅଫିସର ପଦବୀ ପୂରଣ ହେବ । ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ । ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ । ଗ୍ରାଜୁଏସନ ଡିଗ୍ରୀ ଥିବା ପିଲା ଏହାର ସୁଯୋଗ ନେଇପାରିବେ । 

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ Indian Bankର ଅଫିସିଆଲ୍ ୱେବ୍‌ସାଇଟ୍‌ https://Indianbank.inକୁ ଯାଇ ଆବେଦନ କରିପାରିବେ । ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଇଣ୍ଡିଆନ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ www.indianbank.inରେ Recruitment of Local Bank Officer 2024 ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ ।

      ଗୁରୁତ୍ୱପୂର୍ଣ୍ଣ ତାରିଖ:

       ଖାଲି ପଦବୀ:

ଶିକ୍ଷାଗତ ଯୋଗ୍ୟତା:
ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ଗ୍ରାଜୁଏସନ କରିଥିବା ଆବଶ୍ୟକ ଓ ସେ ସମ୍ବନ୍ଧୀୟ କୌଣସି କ୍ଷେତ୍ରରେ ଅଭିଜ୍ଞତା ଥିବା ଆବଶ୍ୟକ । ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

     ବୟସ ସୀମା:

     ଆବେଦନ ଶୁଳ୍କ:

     ଚୟନ ପ୍ରକ୍ରିୟା:

   କିପରି କରିବେ ଆବେଦନ: