Advertisment

Indian Army Recruitment: ଭାରତୀୟ ସେନାରେ ପୂରଣ ହେବ ଅଫିସର ପଦବୀ; ଦରମା ୬୧ ହଜାର ପରେ

ଦେଶର ଲକ୍ଷ ଲକ୍ଷ ଯୁବକ ଭାରତୀୟ ସେନାରେ ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଆଉ ଭାରତୀୟ ସେନାରେ କ୍ୟାପ୍ଟେନ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ।

Indian Army Recruitment apply for 15 posts

Indian Army Recruitment apply for 15 posts

Advertisment

ଦେଶର ଲକ୍ଷ ଲକ୍ଷ ଯୁବକ ଭାରତୀୟ ସେନାରେ ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଆଉ ଭାରତୀୟ ସେନାରେ କ୍ୟାପ୍ଟେନ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଏନେଇ ଭାରତୀୟ ସେନା ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଭାରତୀୟ ସେନାରେ ରିମାଉଣ୍ଟ୍ ଭେଟନାରୀନାରୀ କୋର୍ ଅଧିନରେ ଅଫିସର ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୫ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବ୍‌ସାଇଟ୍‌ joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Army Recruitment apply for 15 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୦ ମେ ୨୦୨୪

ଖାଲି ପଦବୀ:

  • ପୁରୁଷ ପଦ ସଂଖ୍ୟା – ୧୨ଟି ପୋଷ୍ଟ
  • ମହିଳା ପଦ ସଂଖ୍ୟା – ୦୩ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ପ୍ରାଣୀ ଚିକିତ୍ସା ବିଜ୍ଞାନ (BVSC)ରେ ସ୍ନାତକ
  • A.H. ସ୍ନାତକ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୨ ବର୍ଷ
  • ବୟସ ଗଣନା ୨୦ ମେ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଦରମା:

  • ସର୍ବାଧିକ ମାସିକ ଦରମା – ୬୧,୩୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମାର୍କ ଆଧାରରେ ସର୍ଟଲିଷ୍ଟ୍
  • ପ୍ରାଥମିକ ସ୍କ୍ରିନିଂ
  • ମେଡିକାଲ୍ ଯାଞ୍ଚ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Indian Army Govt Jobs Indian Army Recruitment Indian Army Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ