Advertisment

ବିନା ପରୀକ୍ଷାରେ ଭାରତୀୟ ସେନାରେ ଚାକିରି ସୁଯୋଗ ! ଦରମା ୨.୫ ଲକ୍ଷ

ଚାକିରି ସୁଯୋଗ ଦେଉଛି ଭାରତୀୟ ଆର୍ମି ।

ଅଦ୍ୟତନ ହୋଇଛି
army

army

Advertisment

ଭାରତୀୟ ସେନାରେ ଚାକିରି ସୁଯୋଗ । ବୈଷୟିକ ସ୍ନାତକ ପାଠ୍ୟକ୍ରମ (TGC-137) ଜୁଲାଇ ୨୦୨୩ ଅଧୀନରେ ଅଫିସର୍‌ ପଦବୀ ଖାଲି ପଡ଼ିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ joinindianarmy.nic.in ଭିଜିଟ୍ କରି ଆବେଦନ କରିପାରିବେ । ତେବେ ୧୬ ନଭେମ୍ବର ହିଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

Advertisment

ଯୋଗ୍ୟ ପ୍ରାର୍ଥୀ https://joinindianarmy.nic.in/index.htm ଉପରେ କ୍ଲିକ୍ କରି ସିଧାସଳଖ ଅଫିସର୍‌ ପୋଷ୍ଟ ପାଇଁ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୪୦ଟି ପଦବୀ ପୂରଣ ହୋଇପାରିବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ - ୧୬ ନଭେମ୍ବର

ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - ୧୫ ଡିସେମ୍ବର

ଯୋଗ୍ୟତା

ସରକାରୀ ବିଜ୍ଞପ୍ତିରେ ଅନୁସାରେ ପ୍ରାର୍ଥୀମାନେ ସମ୍ମନ୍ଧିତ ବ୍ରାଞ୍ଚରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଇଞ୍ଜିନିୟରିଂ ଡିଗ୍ରୀ ପାଠ୍ୟକ୍ରମର ଅନ୍ତିମ ବର୍ଷର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ ।

Advertisment

ବୟସ

ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷରୁ ୨୭ ବର୍ଷ ବୟସ ମଧ୍ୟରେ ହେବା ଦରକାର ।

Indian Army Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ