Advertisment

ଭାରତୀୟ ସେନା ପ୍ରକାଶ କଲା ଅଗ୍ନିବୀରର ଫଳାଫଳ; ଦେଖନ୍ତୁ…

ଭାରତୀୟ ସେନା ଅଗ୍ନିବୀରର ଫଳାଫଳ ପ୍ରକାଶ କରିଛି। ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ।

ଅଦ୍ୟତନ ହୋଇଛି
Indian army agniveer result 2023 declared

Indian army agniveer result 2023 declared

Advertisment

ଭାରତୀୟ ସେନା ଅଗ୍ନିବୀରର ଫଳାଫଳ ପ୍ରକାଶ କରିଛି। ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍, joinindianarmy.nic.inକୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ। ଏନେଇ କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା (ଅନ୍‌ଲାଇନ୍ CEE) ୧୭ ଏପ୍ରିଲରୁ ଆରମ୍ଭ ହୋଇଥିଲା।

Advertisment

ଏହା ବ୍ୟତୀତ, ପ୍ରାର୍ଥୀମାନେ ଏହି ଲିଙ୍କରେ https://joinindianarmy.nic.in/Default କ୍ଲିକ୍ କରି ସିଧାସଳଖ ଭାରତୀୟ ସେନା ଅଗ୍ନିବୀର ରେଜଲ୍ଟ ଦେଖିପାରିବେ। ଏହା ସହିତ ନିମ୍ନରେ ଦିଆଯାଇଥିବା ଷ୍ଟେପ୍‌ଗୁଡିକ ମାଧ୍ୟମରେ ବି ଆପଣଙ୍କର ଫଳାଫଳ ଦେଖିପାରିବେ। ଅନ୍‌ଲାଇନ୍ କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା ୨୬ ଏପ୍ରିଲରେ ଶେଷ ହୋଇଥିଲା।

କଟ୍ ଅଫ୍ ମାର୍କ:

  • ଅଗ୍ନିବୀର GD - ୫୦%
  • ଅଗ୍ନିବୀର GD (ଟେକ୍) - ୫୫%
  • ଅଗ୍ନିବୀର (ବ୍ୟବସାୟୀ) - ୫୦%
  • ଅଗ୍ନିବୀର GD (ଅସ୍ତ୍ର) - ୪୫%
  • ଅଗ୍ନିବୀର GD ମହିଳା - ୪୦%
Advertisment

କିପରି କରିବେ ଡାଉନ୍‌ଲୋଡ୍:

  • ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍, joinindianarmy.nic.in କୁ ଯାଆନ୍ତୁ
  • Agniveer Result 2023 ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଲଗ୍‌ଇନ୍ କରନ୍ତୁ
  • Submit ଉପରେ କ୍ଲିକ୍ କରନ୍ତୁ
  • Indian Army Agniveer Result 2023 ପରଦାରେ ଦେଖାଯିବ
  • ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ
Govt Jobs Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ