If you have this degree then you will get govt job
ଜେନେରାଲ୍ ମ୍ୟାନେଜର (ଇଞ୍ଜିନିୟରିଂ), ଅତିରିକ୍ତ ଜେନେରାଲ୍ ମ୍ୟାନେଜର (ମାର୍କେଟିଂ), ପ୍ରୋଜେକ୍ଟ ମ୍ୟାନେଜର (ସିଭିଲ୍) ପଦବୀ ପୂରଣ ପାଇଁ NBCC (ଭାରତ) ଲିମିଟେଡ୍ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି nbccindia.com ରେ NBCC ର ଅଫିସିଆଲ୍ ୱେବ୍ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.nbccindia.com/index ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିପାରିବେ। ଆପଣ ଏହି ଲିଙ୍କ୍ https://www.nbccindia.com/pdfData/jobs/Ad_GM_Engg_AGM_Marketing ମାଧ୍ୟମରେ ବି ଅଫିସିଆଲ୍ ବିଜ୍ଞପ୍ତି ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୩ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ କରିବାର ଶେଷ ତାରିଖ: ୮ ଜୁନ୍ ୨୦୨୨
ଖାଲି ପଦବୀ:
- ମୋଟ ପୋଷ୍ଟ୍ ସଂଖ୍ୟା- ୨୩
- ଜେନେରାଲ୍ ମ୍ୟାନେଜର୍ (ଇଞ୍ଜିନିୟରିଂ) - ୬ଟି ପୋଷ୍ଟ୍
- ଅତିରିକ୍ତ ଜେନେରାଲ୍ ମ୍ୟାନେଜର୍ (ମାର୍କେଟିଂ) – ୨ଟି ପୋଷ୍ଟ୍
- ପ୍ରୋଜେକ୍ଟର୍ ଜେନେରାଲ୍ ମ୍ୟାନେଜର୍ (ସିଭିଲ୍) - ୧୫ଟି ପୋଷ୍ଟ୍
ଯୋଗ୍ୟତା:
- ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କର ଡିଗ୍ରୀ, ପିଜି, ଏମ୍ବିଏ ଆଦି ଯୋଗ୍ୟତା ଆବଶ୍ୟକ ରହିଛି। ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତିକୁ ଯାଆନ୍ତୁ।
ବୟସ ସୀମା:
- ଜେନେରାଲ୍ ମ୍ୟାନେଜର୍ (ଇଞ୍ଜିନିୟରିଂ) - ୪୯ ବର୍ଷ
- ଅତିରିକ୍ତ ଜେନେରାଲ୍ ମ୍ୟାନେଜର୍ (ମାର୍କେଟିଂ) - ୪୫ ବର୍ଷ
- ପ୍ରୋଜେକ୍ଟର ଜେନେରାଲ ମ୍ୟାନେଜର୍ (ସିଭିଲ୍) - ୩୭ ବର୍ଷ
ଦରମା:
- ଜେନେରାଲ ମ୍ୟାନେଜର୍ (ଇଂଜିନିୟରିଂ) – ପେ’ ସ୍କେଲ୍ ୯୦,୦୦୦/- ରୁ ୨,୪୦,୦୦୦/-
- ଅତିରିକ୍ତ ଜେନେରାଲ୍ ମ୍ୟାନେଜର୍ (ମାର୍କେଟିଂ) – ପେ’ ସ୍କେଲ୍ ୮୦,୦୦୦/- ରୁ ୨,୨୦,୦୦୦/-
- ପ୍ରୋଜେକ୍ଟର ଜେନେରାଲ୍ ମ୍ୟାନେଜର (ସିଭିଲ୍) – ପେ’ ସ୍କେଲ୍ ୬୦,୦୦୦/- ରୁ ୧,୮୦,୦୦୦/-
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653920295.jpg)