ଗ୍ରାଜୁଏସନ୍‌ କରିଛନ୍ତି କି; ତେବେ ଏଇଠି ଅଛି ସରକାରୀ ଚାକିରି

ଗ୍ରାଜୁଏଟ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ୍‌ରେ ଅଛି ଚାକିରି। ତୁରନ୍ତ ଆବେଦନ କରନ୍ତୁ।

ଗ୍ରାଜୁଏସନ୍‌ କରିଛନ୍ତି କି; ତେବେ ଏଇଠି ଅଛି ସରକାରୀ ଚାକିରି

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ୍‌ ସିଲେକ୍‌ସନ୍‌ (IBPS) ଅଫିସର୍‌ ସ୍କେଲ୍‌- I (PO), ଅଫିସ୍ ଆସିଷ୍ଟାଣ୍ଟ - ମଲ୍ଟିପଲ୍ (କ୍ଲର୍କ) ଏବଂ ଅଫିସର୍‌ ସ୍କେଲ୍ II ଏବଂ III ର ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ibps.in ରେ IBPS ର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଜୁନ୍ ୭ ରୁ ଆରମ୍ଭ ହୋଇଛି।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.ibps.in/crp-rrb-xi/ ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଆହୁରି ମଧ୍ୟ, ଆପଣ ଏହି ଲିଙ୍କ୍ https://www.ibps.in/wp-content/uploads/RRB_XI_ADVT.pdf ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ପୋଷ୍ଟ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଯୋଗ୍ୟତା:

ବୟସ ସୀମା: