Advertisment

IB Recruitment 2024: ଇଣ୍ଟେଲିଜେନ୍ସ ବ୍ୟୁରୋରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧.୫ଲ‍କ୍ଷ

ପ୍ରତ୍ୟେକ ଯୁବକ IBରେ କାମ କରିବାକୁ ଇଚ୍ଛା କରନ୍ତି। ଯଦି ଆପଣ ବି IBରେ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ତୁରନ୍ତ ଆବେଦନ କରନ୍ତୁ।

Intelligence Bureau Recruitment

Intelligence Bureau Recruitment

Advertisment

ଇଣ୍ଟେଲିଜେନ୍ସ ବ୍ୟୁରୋ(IB)ରେ ଚାକିରି ପାଇବା ମାନେ ଏକ ବଡ ସ୍ୱପ୍ନକୁ ପୂରଣ କରିବା ଭଳି। ପ୍ରତ୍ୟେକ ଯୁବକ IBରେ କାମ କରିବାକୁ ଇଚ୍ଛା କରନ୍ତି। ଯଦି ଆପଣ ବି IBରେ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ IB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ଆଉ ମାତ୍ର ୪ ଦିନ ବାକି ଅଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ IBରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍‌ରେ ମାଧ୍ୟମରେ ଆବେଦନ ଚାଲିଛି। ଏନେଇ ଉଭୟ ପୁରୁଷ ଓ ମହିଳା ସାକ୍ଷାତ ଦେଇପାରିବେ। ଦଶମ ପାଶ କରିଥିବା ପ୍ରାର୍ଥୀ ମଧ୍ୟ ଏହି ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬୦୦ରୁ ଅଧିକ ନିଯୁକ୍ତି ପାଇବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ MHA ର ଅଫିସିଆଲ୍ ୱେବ୍‌ସାଇଟ୍‌ mha.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ IB Recruitment 2024 apply for 660 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୯ ମେ’ ୨୦୨୪

ଖାଲି ପଦବୀ:

  • ACIO-I / Exe – ୮୦ଟି ପୋଷ୍ଟ୍‌
  • ACIO-II / Exe – ୧୩୬ଟି ପୋଷ୍ଟ୍‌
  • JIO-I / Exe – ୧୨୦ଟି ପୋଷ୍ଟ୍‌
  • JIO-II / Exe – ୧୭୦ଟି ପୋଷ୍ଟ୍‌
  • SA / XE – ୧୦୦ଟି ଟି ପୋଷ୍ଟ୍‌
  • JIO-II / Tech – ୮ଟି ପୋଷ୍ଟ୍‌
  • ACIO-II / ସିଭିଲ୍ ୱାର୍କସ୍ – ୩ଟି ପୋଷ୍ଟ୍‌
  • JIO-I / MT – ୨୨ଟି ପୋଷ୍ଟ୍‌
  • କନ୍‌ଫେରେନ୍ସର୍-କମ୍‌-କୁକ୍ – ୧୦ଟି ପୋଷ୍ଟ୍‌
  • ତଦାରଖକାରୀ – ୫ଟି ପୋଷ୍ଟ୍‌
  • PA (ବ୍ୟକ୍ତିଗତ ସହାୟକ) - ୫ଟି ପୋଷ୍ଟ୍‌
  • ପ୍ରିଣ୍ଟିଙ୍ଗ୍-ପ୍ରେସ୍-ଅପରେଟର୍ – ୧ଟି ପୋଷ୍ଟ୍‌
  • ମୋଟ୍ – ୬୬୦ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ
  • ଦଶମ/ଗ୍ରାଜୁଏସନ/ ଇଂଜିନିୟରିଂ କରିଥିବା ପ୍ରାର୍ଥୀ ଆବେଦନ କରିପାରିବା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବାଧିକ ବୟସ – ୫୬ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା– ୧୯,୯୦୦ଟଙ୍କା
  • ସର୍ବାଧିକ ଦରମା – ୧,୫୧,୧୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Intelligence Bureau Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ