Advertisment

IAF Agniveervayu Recruitment: ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ; ପୂରଣ ହେବ ଅଗ୍ନିବୀରବାୟୁ ପଦବୀ

ଭାରତୀୟ ବାୟୁସେନାରେ(IAF) ଚାକିରି ନେଇ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ IAF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

IAF Agniveervayu Recruitment

IAF Agniveervayu Recruitment

Advertisment

ଭାରତୀୟ ବାୟୁସେନାରେ(IAF) ଚାକିରି ନେଇ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ IAF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଅଗ୍ନିବୀରବାୟୁ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ଅବିବାହିତ ପୁରୁଷ ଓ ମହିଳା ଆବେଦନ କରିପାରିବେ। ମୁଖ୍ୟତଃ ଇଂଜିନିୟରିଂ କରିଥିବା ପିଲା ଏହାର ସୁଯୋଗ ନେବେ। ଏହି ନିଯୁକ୍ତି ମାଧ୍ୟମରେ ୪୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ IAF Agniveer Air ର ଅଫିସିଆଲ୍ ୱେବ୍‌ସାଇଟ୍‌ agnipathvayu.cdac.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ IAF Agniveervayu Recruitment Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୮ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ଜୁଲାଇ ୨୦୨୪
  • ପରୀକ୍ଷା – ୧୮ ଅକ୍ଟୋବର ୨୦୨୪

ଶିକ୍ଷାଗତ ଯୋଗ୍ୟତା:

  • ସରକାରୀ ସ୍ୱୀକୃତିପ୍ରାପ୍ତ ପଲିଟେକ୍ନିକ୍ ପ୍ରତିଷ୍ଠାନରୁ ଇଞ୍ଜିନିୟରିଂ (ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରୋନିକ୍ସ / ଅଟୋମୋବାଇଲ୍ / କମ୍ପ୍ୟୁଟର ସାଇନ୍ସ / ଇନଷ୍ଟ୍ରୁମେଣ୍ଟେସନ୍ ଟେକ୍ନୋଲୋଜି / ସୂଚନା ପ୍ରଯୁକ୍ତିବିଦ୍ୟା)ରେ ତିନି ବର୍ଷର ଡିପ୍ଲୋମା
  • ଡିପ୍ଲୋମା ପାଠ୍ୟକ୍ରମରେ ୫୦% ମାର୍କ ଏବଂ ଇଂରାଜୀରେ ୫୦% ମାର୍କ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୭.୫ ବର୍ଷ
  • ସର୍ବାଧିକ ବୟସ – ୨୧ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସମସ୍ତ ବର୍ଗ – ୫୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ପରୀକ୍ଷା
  • ଶାରୀରିକ ଟେଷ୍ଟ୍
  • ସାକ୍ଷାତକାର
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Indian Air Force Govt Jobs Indian Air Force Recruitment Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ