Advertisment

HCL Recruitment 2024: HCLରେ ପୂରଣ ହେବ ଜୁନିଅର ମ୍ୟାନେଜର ପଦବୀ; ଦରମା ୧ ଲକ୍ଷ ୨୦ ହଜାର

ହିନ୍ଦୁସ୍ତାନ କପର ଲିମିଟେଡ୍‌ (HCL) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ଜୁନିଅର ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ HCL ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
 HCL Recruitment apply for 56 Posts

HCL Recruitment apply for 56 Posts

Advertisment

ହିନ୍ଦୁସ୍ତାନ କପର ଲିମିଟେଡ୍‌ (HCL) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ଜୁନିଅର ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ HCL ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧମରେ କ୍ୟାଡର୍ ଆଧାରରେ ଜୁନିଅର ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁସନ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ HCL ର ଅଫିସିଆଲ୍ ୱେବ୍‌ସାଇଟ୍‌ hindustancopper.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ HCL Recruitment apply for 56 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୧ ଜୁଲାଇ ୨୦୨୪

ଖାଲି ପଦବୀ:

  • ମାଇନିଂ – ୪୬ଟି ପୋଷ୍ଟ୍
  • ଇଲେକ୍ଟ୍ରୀକାଲ୍ – ୦୬ଟି ପୋଷ୍ଟ୍
  • କମ୍ପାନୀ ସେକ୍ରେଟାରୀ – ୦୨ଟି ପୋଷ୍ଟ୍
  • ଫାଇନାନ୍ସ – ୧ଟି ପୋଷ୍ଟ୍
  • HR – ୧ଟି ପୋଷ୍ଟ୍
  • ମୋଟ୍ – ୫୬ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:

  • ମାଇନିଂରେ ଡିପ୍ଲୋମା
  • ମାଇନିଂ ଇଞ୍ଜିନିୟରିଂରେ ସ୍ନାତକ
  • ଇଲେକ୍ଟ୍ରୀକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା
  • ଗ୍ରାଜୁଏସନ୍ ସହିତ ୫ ବର୍ଷର ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୪୦ ବର୍ଷ
  • ବୟସ ଗଣନା ୦୧ ଜୁନ୍ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୩୦, ୦୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧୨୦, ୦୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୫୦୦ଟଙ୍କା
  • SC/ST/PWBD/ESM – ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଡମ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Job In HCL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ