Advertisment

Railway Recruitment 2024: ଭାରତୀୟ ରେଳବାଇରେ ଚାକିରି; ଦଶମ ପାଶ୍‌ କରିଥିବା ୧୫ ବର୍ଷ ପିଲା ବି କରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ବିଭାଗ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରେଳ କୋଚ୍ କାରଖାନା କାପୁରଥାଲାରେ ଖାଲିଥିବା ପଦବୀ ପୂରଣ ହେବ। ଆବେଦନ ବିଷୟରେ ଜାଣିବା ପାଇଁ ଏହି ଖବର ଦେଖନ୍ତୁ।

ଅଦ୍ୟତନ ହୋଇଛି
Get apprentice job in Indian railway without exam

Get apprentice job in Indian railway without exam

Advertisment

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ବିଭାଗ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରେଳ କୋଚ୍ କାରଖାନା କାପୁରଥାଲାରେ ଖାଲିଥିବା ପଦବୀ ପୂରଣ ହେବ। ଆବେଦନ ବିଷୟରେ ଜାଣିବା ପାଇଁ ଏହି ଖବର ଦେଖନ୍ତୁ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ ଫିଟର, ମେସିନିଷ୍ଟ୍, ୱେଲ୍‌ଡର୍, ମେକାନିକ୍, ବଢେଇ, ଇଲେକ୍ଟ୍ରୀସିଆନ୍ ଆଦି ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୫୦ ପ୍ରାର୍ଥୀ ନିଯୁକ୍ତି ପାଇବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ରେଳ କୋଚ୍ କାରଖାନାର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Get apprentice job in Indian railway without exam notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୯ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ଫିଟର୍ – ୨୦୦ଟି ପୋଷ୍ଟ୍‌
  • ୱେଲଡର୍ (G&E) – ୨୩୦ଟି ପୋଷ୍ଟ୍‌
  • ମେସିନିଷ୍ଟ୍ – ୦୫ଟି ପୋଷ୍ଟ୍‌
  • ପେଣ୍ଟର(G) – ୨୦ଟି ପୋଷ୍ଟ୍‌
  • ବଢେଇ – ୦୫ଟି ପୋଷ୍ଟ୍‌
  • ଇଲେକ୍ଟ୍ରୀସିଆନ୍ – ୭୫ଟି ପୋଷ୍ଟ୍‌
  • AC ଏବଂ Ref ମେକାନିକ୍ – ୧୫ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଯେକୌସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ପାଶ୍
  • ସମ୍ପୃକ୍ତ ଟ୍ରେଡ୍‌ରେ ITI ପାସ୍ ସାର୍ଟିଫିକେଟ୍
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବୟସ ଗଣନା ୩୧।୦୩।୨୦୨୪ ଅନୁସାରେ ହେବ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ୧୦୦ ଟଙ୍କା
  • ଆବେଦନ ଶୁଳ୍କ RCF / Kapurthala Cash / Check / Money Order / IPO / Demand Draft ଇତ୍ୟାଦି ମାଧ୍ୟମରେ ପ୍ରଦାନ କରାଯିବ।

ଚୟନ ପ୍ରକ୍ରିୟା:

  • ଯୋଗ୍ୟତା ଆଧାରରେ ଚୟନ
  • ମାଟ୍ରିକ୍ ଏବଂ ଆଇଟିଆଇରେ ମିଳିଥିବା ମାର୍କ ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ
Indian Railways Indian Railway Jobs Govt Jobs Railway Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ