Advertisment

FSSAIରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ରେ ଚାକିରି କରିବାକୁ ଚାହୁଁଛନ୍ତି କି । FSSAI ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ରେ ଖାଲିପଡିଛି ବହୁ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।

fssai recruitment

fssai recruitment

Advertisment

ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ରେ ଖାଲିପଡିଛି ଅନେକ ପଦବୀ । FSSAI ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । FSSAIରେ ଆବେଦନ କରିବାକୁ ଯୋଗ୍ୟ ଓ ଆଶାୟୀ ଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍‌ fssai.gov.in କୁ ଯାଇ ଆବେଦନ କରିପାରିବେ।

Advertisment

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀଙ୍କ ନିକଟରେ ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ, ଡାଏରୀ, ଅଏଲ ଇଣ୍ଡଷ୍ଟ୍ରୀରେ ଗ୍ରାଜୁଏଟ ଡିଗ୍ରୀ ରହିଥିବା ଜରୁରୀ ଅଟେ। କୌଣସି ବିଶ୍ୱବିଦ୍ୟାଳୟରୁ ପଶୁ ଚିକିତ୍ସା ବିଜ୍ଞାନରେ ଡିଗ୍ରୀ କରିଥିବା ଜରୁରୀ। ଆବେଦନ କରିବାର ଶେଷ ତାରିଖ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି।

ବୟସ ସୀମା ଓ ଦରମା:

ଆବେଦନକାରୀଙ୍କ ବୟସ ପାଖାପାଖି ୫୦ ବର୍ଷ ହେବା ଜରୁରୀ। ଆବେଦନକାରୀଙ୍କୁ ଅତି କମରେ ମାସକୁ ୬୦ ହଜାର ଦରମା ମିଳିବ।

Advertisment

ଚୟନ ପ୍ରକ୍ରିୟା:

ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ।

ଆବେଦନ ଶୁଳ୍କ:

ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

ଅଭିଜ୍ଞତା:ଆବେଦନକାରୀଙ୍କ ପାଖରେ ଅତିକମରେ ତିନି ବର୍ଷର ଅଭିଜ୍ଞତା ଥିବା ଜରୁରୀ।

FSSAI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ