Advertisment

ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ବ୍ୟାଙ୍କ୍ ଚାକିରି

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ସେମାନଙ୍କ ପାଖରେ ଏହିସବୁ ଯୋଗ୍ୟତା ଅଛି ତେବେ ସେମାବେ ପରୀକ୍ଷା ନ ଦେଇ ପାଇପରିବେ ଚାକିରି। ଧ୍ୟାନର ସହ ଏହି ଖବର ପଢନ୍ତୁ।

EXIM Bank Recruitment 2022

EXIM Bank Recruitment 2022

Advertisment

ଭାରତୀୟ ରପ୍ତାନି-ଆମଦାନୀ ବ୍ୟାଙ୍କ (EXIM ବ୍ୟାଙ୍କ)ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଏଥିପାଇଁ EXIM ବ୍ୟାଙ୍କ ଓସି-ବ୍ୟବସାୟ ବିକାଶ ହେଡ୍, ଓସି-ବ୍ୟବସାୟ ବିକାଶ, ଓସି-କ୍ରେଡିଟ୍ ହେଡ୍, ଓସି-କ୍ରେଡିଟ୍, ଓସି-କ୍ରେଡିଟ୍ ଆଡ୍‌ମିନିଷ୍ଟ୍ରେସନ୍, ଓସି-ଅପରେସନ୍ ହେଡ୍, ଓସି-ଅପରେସନ୍ସ ଏବଂ ଓସି-କ୍ରେଡିଟ୍ କଣ୍ଟ୍ରୋଲ୍‌ରେ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ EXIM ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍, eximbankindia.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ଆରମ୍ଭ ହୋଇଯାଇଥିବା ବେଳେ ଯାଣନ୍ତୁ ଏହାର ଶେଷ ତାରିଖ ଓ ଅନ୍ୟାନ୍ୟ ତଥ୍ୟ।

ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଏହି ଲିଙ୍କ୍ www.eximbankindia.in ମାଧ୍ୟମରେ ଆବେଦନ କରିପାରିବେ ଏହାଛଡା ଏହି ଲିଙ୍କ୍ କରି https://applyonlineeximb.com/landing.aspx ଉପରେ କ୍ଲିକ୍ ଆପଣ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖି ପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୯ଟି ପଦବୀ ପୂରଣ ହେବ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ୨୨ ଜୁଲାଇ
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ୦୬ ଅଗଷ୍ଟ

ଯୋଗ୍ୟତା:

  • ସରକାରୀ ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀମାନଙ୍କର ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ। ଯୋଗ୍ୟତା ବିଷୟରେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।
Advertisment

ବୟସ :

  • ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୫୫ବର୍ଷ ହେବା ଉଚିତ।
Govt Jobs EXIM Bank Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ