NESTS Recruitment
Advertisment
NESTS(ନ୍ୟାସନାଲ୍ ଏଜୁକେସନ୍ ସୋସାଇଟି ଅଫ୍ ଟ୍ରାଇବାଲ ଷ୍ଟୁଡେଣ୍ଟ) ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ୍ ୬୦୦୦ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଚାକିରି ସୁଯୋଗ ଆଣିଛି NESTS ।
Advertisment
NESTS ପକ୍ଷରୁ EMRS ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ଟିଜିଟି ଓ ହଷ୍ଟେଲ ୱାଡେନ୍ ପାଇଁ ୬୩୨୯ ପଦବୀ ଖାଲି ପଡ଼ିଛି । CBSE ପକ୍ଷରୁ ଏହି ପରୀକ୍ଷାର ଆୟୋଜନ କରାଯିବ । OMR ବେସଡ୍ ପରୀକ୍ଷା କରାଯିବ ।
ପଦବୀ ବିବରଣୀ:
- TGT ପଦବୀ- ୫୬୬୦ ପୋଷ୍ଟ
- ହଷ୍ଟେଲ ୱାଡେନ୍- ୬୬୯ ପୋଷ୍ଟ
- ଆଶାୟୀ ୧୯.୦୭.୨୦୨୩ରୁ ୧୮.୦୮.୨୦୨୩ ମଧ୍ୟରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।
- TGT ଲେବେଲ୍-୭ ର ବେସିକ୍ ଦରମା ହେଉଛି ୪୪୯୦୦ – ୧୪୨୪୦୦
- TGT ଲେବେଲ୍-୬ ର ବେସିକ୍ ଦରମା ହେଉଛି ୩୫୪୦୦-୧୧୨୪୦୦
- ହଷ୍ଟେଲ ୱାଡେନ୍ଙ୍କ ବେସିକ୍ ଦରମା ୨୯୨୦୦-୯୨୩୦୦
Advertisment
ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟ୍ରେ କ୍ଲିକ୍ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689856282.jpg)