department of commerce recruitment 2023 for 67 posts
Advertisment
ଲକ୍ଷାଧିକ ଟଙ୍କାର ଦରମା ସହିତ ମନ୍ତ୍ରଣାଳୟରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। ଏହି ପଦବୀ ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି। ମୋଟ ୬୭ ଟି ପଦବୀରେ ନିଯୁକ୍ତି ପାଇଁ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି।
Advertisment
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ମନ୍ତ୍ରଣାଳୟର ୱେବ୍ସାଇଟ୍ commerce.gov.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Department of Commerce Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି – ୧୬ ସେପ୍ଟେମ୍ବର ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ - ୬ ଅକ୍ଟୋବର ୨୦୨୩
Advertisment
ଖାଲି ପଦବୀ:
- ୟଙ୍ଗ୍ ପ୍ରଫେସନାଲ୍ – ୨୦ଟି ପୋଷ୍ଟ
- ଆସୋସିଏଟ୍ – ୧୨ଟି ପୋଷ୍ଟ
- କନସଲ୍ଟାଣ୍ଟ – ୨୧ଟି ପୋଷ୍ଟ
- ସିନିୟର କନ୍ସଲ୍ଟାଣ୍ଟ – ୧୪ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା:
- ଅର୍ଥନୀତିରେ ସ୍ନାତକୋତ୍ତର
- LLM, Masters in Public Policy, MBA
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment
ସର୍ବାଧିକ ବୟସ ସୀମା:
- ୟଙ୍ଗ୍ ପ୍ରଫେସନାଲ୍ – ୩୫ ବର୍ଷ
- ଆସୋସିଏଟ୍ – ୪୫ ବର୍ଷ
- କନସଲ୍ଟାଣ୍ଟ – ୫୦ ବର୍ଷ
- ସିନିୟର କନ୍ସଲ୍ଟାଣ୍ଟ – ୬୫ ବର୍ଷ
ସର୍ବନିମ୍ନ କାର୍ଯ୍ୟ ଦକ୍ଷତା:
- ୟଙ୍ଗ୍ ପ୍ରଫେସନାଲ୍ – ୧ ବର୍ଷ
- ଆସୋସିଏଟ୍ – ୩ ବର୍ଷ
- କନସଲ୍ଟାଣ୍ଟ – ୮ ବର୍ଷ
- ସିନିୟର କନ୍ସଲ୍ଟାଣ୍ଟ – ୧୫ ବର୍ଷ
ମାସିକ ଦରମା:
- ୟଙ୍ଗ୍ ପ୍ରଫେସନାଲ୍ – ୬୦,୦୦୦ ଟଙ୍କା
- ଆସୋସିଏଟ୍ – ୮୦,୦୦୦ – ୧,୪୫,୦୦୦ ଟଙ୍କା
- କନସଲ୍ଟାଣ୍ଟ – ୧,୪୫,୦୦୦ – ୨,୬୫,୦୦୦ ଟଙ୍କା
- ସିନିୟର କନ୍ସଲ୍ଟାଣ୍ଟ – ୨,୬୫,୦୦୦ – ୩,୩୦,୦୦୦ ଟଙ୍କା
କିପରି କରିବେ ଆବେଦନ:
- ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ଆବେଦନ ଫର୍ମ ପୂରଣ କରିବାକୁ ପଡିବ
- CV ଏବଂ ଡକ୍ୟୁମେଣ୍ଟଗୁଡିକର ସ୍ୱ-ହସ୍ତାକ୍ଷର କପି ସହିତ recruitment-e2@gov.in କୁ ମେଲ୍ କରିବାକୁ ପଡିବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695480020.jpg)