CRPF Recruitment 2023: ପୂରଣ ହେବ ୯ ହଜାରରୁ ଅଧିକ ପଦବୀ, ଦରମା ୬୯ ହଜାର ଟଙ୍କା

ସିଆର୍‌ପିଏଫ୍‌(CRPF)ରେ ୯ ହଜାରରୁ ଅଧିକ କନଷ୍ଟେବଲ୍(ଟେକ୍ନିକାଲ୍‌ ଓ ଟ୍ରଡ୍‌ସ୍‌ମେନ୍‌) ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

CRPF Recruitment 2023

ସିଆର୍‌ପିଏଫ୍‌(Central Reserve Police Force-CRPF)ରେ ୯ ହଜାରରୁ ଅଧିକ କନଷ୍ଟେବଲ୍(ଟେକ୍ନିକାଲ୍‌ ଓ ଟ୍ରଡ୍‌ସ୍‌ମେନ୍‌) ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଏପ୍ରିଲ ୨୫ ଆବେଦନର ଶେଷ ତାରିଖ। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌-crpf.gov.in କୁ ଯାଇ ଆବେଦନ କରିପାରିବେ। ଜୁଲାଇ ୧ ରୁ ୧୩ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ। ଜୁନ୍‌ ୨୦ରେ ଆଡ୍‌ମିଟ୍‌ କାର୍ଡ ଜାରି ହେବ। 

ପୋଷ୍ଟ ସଂଖ୍ୟା...

ପୁରୁଷ: ୯,୧୦୫ ପଦବୀ

ମହିଳା: ୧୦୭ ପଦବୀ

ଅଧିକ ପଢ଼ନ୍ତୁ:୧୦ମ ପାଶ୍‌ କରି ଏହି ଡିଗ୍ରୀ ଥିଲେ RBIରେ କରିପାରିବେ ଚାକିରି

କେମିତି କରିବେ ଆବେଦନ: ସିଆର୍‌ପିଏଫ୍‌ର ଅଫିସିଆଲ ୱେବ୍‌ସାଇଟ୍‌ crpf.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ 

ଦରମା:

ପେ’ ଲେବଲ୍-୩ (୨୧,୭୦୦ ଟଙ୍କା-୬୯ ହଜାର ଟଙ୍କା)

ଚୟନ ପ୍ରକ୍ରିୟା: 

ଗୁରୁତ୍ୱପୂର୍ଣ୍ଣ ତାରିଖ: 

ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ- CRPF Recruitment 2023