Advertisment

AIIMSରେ ଖାଲି ପଡିଛି ଅନେକ ପଦବୀ; ତୁରନ୍ତ ଆବେଦନ କରନ୍ତୁ

AIIMSରେ ଜୁନିୟର ଲେଭଲ୍ ପୋଷ୍ଟ୍‌ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି। ଏହା ଅଧୀନରେ ଲୋୟର ଡିଭିଜନ୍ କ୍ଲର୍କ, ଷ୍ଟେନୋଗ୍ରାଫର୍, ଟେକ୍ନିସିଆନ୍, ଲାଇବ୍ରେରିଆନ୍ ଭଳି ପଦବୀରେ ନିଯୁକ୍ତି କରାଯିବ।

Clerk stenographer and other posts in AIIMS

Clerk stenographer and other posts in AIIMS

Advertisment

ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲ୍‌ଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) AIIMS ବିଲାସପୁର ପାଇଁ ଜୁନିୟର ଲେଭଲ୍ ପୋଷ୍ଟ୍‌ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି। ଏହା ଅଧୀନରେ ଲୋୟର ଡିଭିଜନ୍ କ୍ଲର୍କ, ଷ୍ଟେନୋଗ୍ରାଫର୍, ଟେକ୍ନିସିଆନ୍, ଲାଇବ୍ରେରିଆନ୍ ଭଳି ପଦବୀରେ ନିଯୁକ୍ତି କରାଯିବ।

Advertisment

ଏହି ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ କରିବା ନେଇ BECIL ୱେବ୍‌ସାଇଟ୍ becil.com କୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପାଇଁ ଶେଷ ତାରିଖ ହେଉଛି ଜୁନ୍ ୨୮। ବିଜ୍ଞପ୍ତି ଅନୁଯାୟୀ ମୋଟ ୧୨୩ ଟି ପଦବୀ ଖାଲି ଅଛି।

ଖାଲି ପଦବୀ:

  • ଲୋୟର ଡିଭିଜନ୍ କ୍ଲର୍କ: ୧୮
  • ଲାଇବ୍ରେରିଆନ୍ ଗ୍ରେଡ୍ - III: ୦୧
  • ଷ୍ଟେନୋଗ୍ରାଫର୍: ୦୫
  • ଜୁନିଅର ୱାର୍ଡେନ: ୦୩
  • ଷ୍ଟୋର କିପର: ୦୮
  • JE (ଇଲେକ୍ଟ୍ରିକାଲ୍): ୦୨
  • JE (ଏୟାର କଣ୍ଡିସନିଙ୍ଗ୍ ଏବଂ ରେଫ୍ରିଜରେସନ୍): ୦୧
  • କନିଷ୍ଠ ହିନ୍ଦୀ ଅନୁବାଦକ: ୦୧
  • ଯୋଗ ପ୍ରଶିକ୍ଷକ (୦୧-ପୁରୁଷ ଏବଂ ୦୧-ମହିଳା): ୦୨
  • MSSO Gr-II: ୦୩
  • ଫାର୍ମାସିଷ୍ଟ: ୦୩
  • ପ୍ରୋଗ୍ରାମର୍: ୦୩
  • ଜୁନିଅର ଫିଜିଓଥେରାପିଷ୍ଟ: ୦୧
  • ସହକାରୀ ଡାଏଟିସିଆନ୍: ୦୨
  • MRT: ୧୦
  • ଡେଣ୍ଟାଲ୍ ଟେକ୍ନିସିଆନ୍ (ମେକାନିକ୍): ୦୪
  • ଜୁନିଅର ଅଡିୟୋଲୋଜିଷ୍ଟ୍ ଏବଂ ସ୍ପିଚ୍ ଥେରାପିଷ୍ଟ: ୦୨
  • ମର୍ଚ୍ଚରୀ ଆଟେଣ୍ଡାଣ୍ଟ: ୦୨
  • ପରିସଂଖ୍ୟାନ ସହାୟକ: ୦୧
  • ଟେକ୍ନିସିଆନ୍ (OT): ୧୨
  • ଅପ୍ଟୋମେଟ୍ରିଷ୍ଟ: ୦୧
  • ଟେକ୍ନିସିଆନ୍ (ରେଡିଓଲୋଜି): ୦୬
  • ଟେକ୍ନିସିଆନ୍ (ଲାବୋରେଟୋରୀ): ୨୩
  • ଟେକ୍ନିସିଆନ୍ (ରେଡିଓଥେରାପି): ୦୨
  • ପରଫ୍ୟୁଜନିଷ୍ଟ: ୦୨
  • ଟେକ୍ନିସିଆନ୍ (ରେଡିଓଲୋଜି): ୦୨
  • ଟେକ୍ନିସିଆନ୍ (ଲାବୋରେଟୋରୀ): ୦୩
Advertisment

ଆବେଦନ ଶୁଳ୍କ:

  • ସାଧାରଣ / ଓବିସି / ପୂର୍ବତନ ସୈନିକ / ମହିଳା ପ୍ରାର୍ଥୀ – ୭୫୦ ଟଙ୍କା
  • SC / ST / EWS / PH ବର୍ଗ – ୪୫୦ ଟଙ୍କା
ଏଠାରେ କ୍ଲିକ୍ କରି ବିଜ୍ଞାପନ ଦେଖନ୍ତୁ
Govt Jobs Jobs In AIIMS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ