Advertisment

Central Bank of India Recruitment 2024: ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ପୂରଣ ହେବ ମ୍ୟାନେଜର୍ ପଦବୀ

ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ(CBI) ଚାକିରି ସୁଯୋଗ ନେଇଆସିଛି। ଏନେଇ CBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Central Bank of India Recruitment 2024

Central Bank of India Recruitment 2024

Advertisment

ବ୍ୟାଙ୍କରେ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଅନେକ ପ୍ରାର୍ଥୀ ଆଗ୍ରହୀ ଥାଆନ୍ତି। ଆପଣ ଯଦି ଏମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଲେଖା ଆପଣଙ୍କ ପାଇଁ। ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ(CBI) ଏହି ସୁଯୋଗ ନେଇଆସିଛି। ଏନେଇ CBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ CBIରେ ବିଭିନ୍ନ ପରିଚାଳନାଗତ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୨୫୦ରୁ ଅଧିକ ପୂରଣ ହେବ। ଦଶମ ପାସ୍ କରିଥିବା ପ୍ରାର୍ଥୀ ମଧ୍ୟ ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ CBIର ଅଫିସିଆଲ୍ ୱେବ୍‌ସାଇଟ୍‌ centralbankofindia.co.in. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ Central Bank of India Recruitment 2024 Post apply for 253 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୮ ନମ୍ବେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୩ ଡିସେମ୍ବର ୨୦୨୪
  • ପରୀକ୍ଷା – ୧୪ ଡିସେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ପ୍ରାର୍ଥୀ – ୧୦୫ଟି ପୋଷ୍ଟ୍‌
  • EWS – ୨ଟି ପୋଷ୍ଟ୍‌
  • OBC – ୬୮ଟି ପୋଷ୍ଟ୍‌
  • SC – ୧୮ଟି ପୋଷ୍ଟ୍‌
  • ST - ୩୭ଟି ପୋଷ୍ଟ୍‌
  • ମୋଟ୍ – ୨୫୩ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ କିମ୍ବା ମାଷ୍ଟର ଡିଗ୍ରୀ
  • ଡିଜାଇନ୍ ସମ୍ବନ୍ଧୀୟ ଡିଗ୍ରୀ ଏବଂ / କିମ୍ବା ପ୍ରତିଷ୍ଠିତ ଅନୁଷ୍ଠାନ କିମ୍ବା ବୃତ୍ତିଗତ ସଂସ୍ଥାରୁ ପ୍ରମାଣପତ୍ର ଯେପରିକି HFI, NNG। ଏହା କିନ୍ତୁ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଅଗ୍ରାଧିକାର ଦିଆଯିବ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ –୨୩ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ
  • ବୟସ ଗଣନା ୦୧।୧୦।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୮୫,୯୨୦ ଟଙ୍କା
  • ସର୍ବାଧିକ ଦରମା – ୧,୨୦,୯୪୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/ PWBD /ମହିଳା – ୧୭୫ ଟଙ୍କା
  • ଅନ୍ୟମାନେ – ୮୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ଲାଟ୍‌ଫର୍ମ ଟେଷ୍ଟ୍
  • ସାକ୍ଷାତକାର
Govt Jobs Bank Jobs Central Bank Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ