Advertisment

୧୦ମ ପାଶ୍‌ ସହିତ ITI କରିଛନ୍ତି କି; ବିନା ପରୀକ୍ଷାରେ SAILରେ ଚାକିରି

SAILରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଏଥିପାଇଁ SAIL ଆଟେଣ୍ଡାଣ୍ଟ୍‌-କମ୍‌-ଟେକ୍ନିସିଆନ୍‌ ଟ୍ରେନି ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

ଅଦ୍ୟତନ ହୋଇଛି
Bumper vacancy for these posts in steel authority of india

Bumper vacancy for these posts in steel authority of india

Advertisment

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଏଥିପାଇଁ SAIL ଆଟେଣ୍ଡାଣ୍ଟ୍‌-କମ୍‌-ଟେକ୍ନିସିଆନ୍‌ ଟ୍ରେନି ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍ sail.co.in ରେ SAIL କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ କେତେ ଜାଣନ୍ତୁ।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://sail.co.in/en/home ରେ କ୍ଲିକ୍ କରି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SAIL Recruitment 2022 Notification PDF ଉପରେ କ୍ଲିକ୍ କରି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୪୬ ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଆରମ୍ଭ ତାରିଖ - ୨୫ ଅଗଷ୍ଟ
  • ଆବେଦନ କରିବାର ଶେଷ ତାରିଖ - ୧୫ ସେପ୍ଟେମ୍ବର
Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ୍‌ ସଂଖ୍ୟା – ୧୪୬

ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ୍ ସହିତ ITI ସାର୍ଟିଫିକେଟ୍ ରହିବା ଉଚିତ।

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ସୀମା ୨୮ ବର୍ଷରୁ କମ୍ ହେବା ଉଚିତ।

ଆବେଦନ ଶୁଳ୍କ:

  • ଜେନେରାଲ୍, OBC ଏବଂ EWS ବର୍ଗ ପାଇଁ ଆବେଦନ ଶୁଳ୍କ ୨୦୦ଟଙ୍କା
  • SC / ST / PWD / ESM ଏବଂ ବିଭାଗୀୟ ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବନି
Advertisment
Govt Jobs SAIL Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ