Advertisment

BSF Recruitment 2024: ଭାରତୀୟ ସେନାରେ ପୂରଣ ହେବ ଅନେକ ପଦବୀ; ଦଶମ ପିଲା ବି ନେବେ ସୁଯୋଗ

ସେନାରେ ଚାକିରି କରିବା ଏକ ସମ୍ମାନର କଥା ହୋଇଥାଏ। ଏନେଇ ସୀମା ସୁରକ୍ଷା ବଳ (BSF) ରେ ଚାକିରି ପାଇବାକୁ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖନ୍ତି। ଯଦି ଆପଣ BSFରେ କାମ କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ।

BSF Recruitment 2024 apply for 144 posts

BSF Recruitment 2024 apply for 144 posts

Advertisment

ସେନାରେ ଚାକିରି କରିବା ଏକ ସମ୍ମାନର କଥା ହୋଇଥାଏ। ଏନେଇ ସୀମା ସୁରକ୍ଷା ବଳ (BSF) ରେ ଚାକିରି ପାଇବାକୁ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖନ୍ତି। ଯଦି ଆପଣ BSFରେ କାମ କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏନେଇ BSF ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ BSF ରେ ଗ୍ରୁପ୍ B ଏବଂ C ପଦବୀ ପୂରଣ ହେବ। ଅନ୍‌ଲାଇନ୍ ମାଧ୍ୟମରେ ଏହି ଆବେଦନ ଚାଲିଛି। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୪୪ ଟି ପଦବୀ ପୂରଣ ହେବ। ITI ପିଲା ଏହି ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BSF ର ଅଫିସିଆଲ୍ ୱେବ୍‌ସାଇଟ୍‌ bsf.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ BSF Recruitment 2024 apply for 144 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୭ ଜୁନ୍ ୨୦୨୪

ଖାଲି ପଦବୀ:

  • ଇନିସପେକ୍ଟର୍ (ଲାଇବ୍ରେରିଆନ୍) – ୨ଟି ପୋଷ୍ଟ୍
  • ପାରାମେଡିକାଲ୍ ଷ୍ଟାଫ୍‌ – ୯୯ଟି ପୋଷ୍ଟ୍
  • SMT WKSP – ୩୭ଟି ପୋଷ୍ଟ୍
  • ଭେଟେନାରୀ ଷ୍ଟାଫ୍ – ୬ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ/ ଦ୍ୱାଦଶ ପାଶ୍
  • ସମ୍ବନ୍ଧୀତ ଟ୍ରେଡ୍‌ରେ ଡିପ୍ଲୋମା/ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୨୧,୭୦୦ ଟଙ୍କା
  • ସର୍ବନିମ୍ନ ମାସିକ ଦରମା – ୧,୪୨,୭୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ ଟଙ୍କା
  • ଅନ୍ୟମାନେ – ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିର ପରୀକ୍ଷା
  • ଶାରିରୀକ ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

କିପରି କରିବେ ଆବେଦନ:

  • ସୀମା ସୁରକ୍ଷା ବଳର ଅଫିସିଆଲ୍ ୱେବସାଇଟ୍ rectt.bsf.gov.in କୁ ଯାଆନ୍ତୁ
  • ହୋମପେଜ୍‌ରେ Recruitmrnt ବିଭାଗରେ କ୍ଲିକ୍ କରନ୍ତୁ
  • Apply ଲିଙ୍କରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମକୁ ଭଲଭାବେ ପୂରଣ କରନ୍ତୁ
  • ଆବେଦନ ଶୁଳ୍କ ପୈଠ କରନ୍ତୁ 
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଆବେଦନ ଫର୍ମ ପ୍ରିଣ୍ଟ୍ କରି ରଖନ୍ତୁ
BSF Govt Jobs BSF Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ