Advertisment

BRO MSW Recruitment 2025: ଦଶମ ପାସ୍ କରି ଏହି ଯୋଗ୍ୟତା ଥିଲେ ସରକାରୀ ଚାକିରି

ବର୍ଡର ରୋଡ୍ ଅର୍ଗାନାଇଜେସନ୍ ଆପଣଙ୍କ ପାଇଁ ନେଇଆସିଛି ଚାକିରି ସୁଯୋଗ। BRO ରେ MSWର ଅନେକ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

BRO MSW Recruitment 2025

BRO MSW Recruitment 2025

Advertisment

ଆପଣ ସୋସିଆଲ୍ ୱାର୍କ(MSW)ରେ ଡିଗ୍ରୀ କରି ଘରେ ଅଛନ୍ତି ଆଉ ଚାକିରି ଖୋଜୁଛନ୍ତି କି? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବର୍ଡର ରୋଡ୍ ଅର୍ଗାନାଇଜେସନ୍ (BRO) ଏହି ସୁଯୋଗ ଆଣିଛି। ଏନେଇ BRO ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ BRO ରେ MSWର ଅନେକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ପାଇଁ କେବଳ ପୁରୁଷମାନେ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪୦୦ରୁ ଅଧିକ ପଦବୀ ପୂରଣ ହେବ। ଭାରତର ବିଭିନ୍ନ ରାଜ୍ୟରେ ଏହି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BRO ର ଅଫିସିଆଲ୍ ୱେବ୍‌ସାଇଟ୍‌ www.marvels.bro.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ BRO MSW Recruitment 2025 apply for 411 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଶେଷ – ୧୧ ଜାନୁଆରୀ ୨୦୨୫
  • ହାର୍ଡ କପି ଆବେଦନ ଶେଷ – ୨୪ ଫେବୃଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • MSW କୁକ୍‌ – ୧୫୩ଟି ପୋଷ୍ଟ୍‌
  • MSW ମାସନ୍ – ୧୭୨ଟି ପୋଷ୍ଟ୍‌
  • MSW ବ୍ଲାକ୍‌ସ୍ମିଥ୍ – ୭୫ଟି ପୋଷ୍ଟ୍‌
  • MSW ମେସ୍ ୱେଟର୍ – ୧୧ଟି ପୋଷ୍ଟ୍‌
  • ମୋଟ ପ୍ରାର୍ଥୀ – ୪୧୧ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
  • ସମ୍ବନ୍ଧୀତ ଟ୍ରେଡରେ MSW ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ –୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ.
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ପେ ଲେବଲ୍ ୧ ଅନୁସାରେ ଦରମା ମିଳିବ
  • ସର୍ବାଧିକ ଦରମା – ୨୦, ୨୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୫୦ ଟଙ୍କା
  • SC/ST/PwBD – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରିରୀକ ଦକ୍ଷତା ଯାଞ୍ଚ
  • ଟ୍ରେଡ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Job Search BRO Recruitment Job Seekers Govt Job Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ