Advertisment

ଭୁବନେଶ୍ୱର ICT-IOCରେ ଖାଲିପଡିଛି ଫାକଲ୍ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର ICT-IOCରେ ଖାଲିପଡିଛି ଫାକଲ୍ଟି ପଦବୀ। ଓଡ଼ିଶାରେରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଭୁବନେଶ୍ୱରICT-IOCରେ ଖାଲିପଡିଛି ଫାକଲ୍ଟି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ।

ict-ioc recruitment

ict-ioc recruitment

Advertisment

ICT-IOC ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭୁବନେଶ୍ୱର ICT-IOCରେ ଖାଲିପଡିଛି ଫାକଲ୍ଟି ପଦବୀ । ICT-IOCରେ ୨୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୨ ରହିଛି।

Advertisment

ICT-IOCରେ ମୋଟ୍ ୨୧ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ପ୍କେମିକାଲ ଇଂଜିନିୟରିଂ ପ୍ରଫେସର ପଦବୀ ପାଇଁ ୧ଟି, ଫାଇବର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଦବୀ ପାଇଁ ୧ଟି, ଫୁଡ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପଦବୀ ପାଇଁ ୧ଟି, ଫାର୍ମାସ୍ୟୁଟିକାଲ ଟେକ୍ନୋଲୋଜି ପଦବୀ ପାଇଁ ୧ଟି, ଏନର୍ଜି ଇଂଜିନିୟରିଂ ପଦବୀ ପାଇଁ ୧ଟି, ମାଟେରିଆଲସ ଆଣ୍ଡ ପଲିମର ଇଂଜିନିୟରିଂ ପଦବୀ ପାଇଁ ୧ଟି, ଫଟୋକେମିକାଲ ଇଂଜିନିୟରିଂ ପଦବୀ ପାଇଁ ୧ଟି ଓ କେମେଷ୍ଟ୍ରି ପ୍ରଫେସର ପାଇଁ ୧ଟି ପଦବୀ ରହିଛି ।

ସେହିପରି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ କେମିକାଲ ଇଂଜନିୟରିଂ ପଦବୀ ପାଇଁ ୪ଟି ମେକାନିକାଲ ଇଂଜିନିୟରିଂ ପାଇଁ ୧ଟି,ଇଲେକ୍ଟ୍ରିକାଲ/ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେସନ ପାଇଁ ୧ଟି,ଫାଇବର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପାଇଁ ୧ଟି,ଫୁଡ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପାଇଁ ୧ଟି, ଫାର୍ମାସ୍ୟୁଟିକାଲ ଟେକ୍ନୋଲୋଜି ପାଇଁ ୧ଟି,ଏନର୍ଜି ଇଂଜିନିୟରିଂ ପାଇଁ ୧ଟି ,ମାଟେରିଆଲ୍ସ ଆଣ୍ଡ ପଲିମର ଇଂଜିନିୟରିଂ ପାଇଁ ୧ଟି,ପେଟ୍ରୋକେମିକାଲ ଇଂଜିନିୟରି ପାଇଁ ୧ଟି,କମ୍ୟୁନିକେସନ ସ୍କିଲ ଆଣ୍ଡ ହ୍ୟୁମାନିଟି ପାଇଁ ୧ଟି ରହିଛି ।

Advertisment

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଆସୋସିଏଟ ପ୍ରଫେସର ପାଇଁ ଇଂଜିନିୟରିଂ/ ଟେକ୍ନୋଲୋଜି/ ଫାର୍ମାସି/ ସାଇନ୍ସରେ ପିଏଚଡି କରିଥିବା ଜରୁରୀ । ଅଧିକ ଜାଣିବା ପାଇଁ ନୋଟିଫିକେସନ ପଢନ୍ତୁ। ଆବେଦନକାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ନ ହେବା ଜରୁରୀ। ସେମାନଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା ସହିତ ଅଭିଜ୍ଞତା ଥିବା ମଧ୍ୟ ଜରୁରୀ।

ଦରମା ଓ ଆବେଦନ ଶୁଳ୍କ:

ସାଧାରଣ ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରହିଥିବା ବେଳେ ଅନ୍ୟ ଆବେଦନକାରୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି। ଆସୋସିଏଟ୍‌ ପ୍ରଫେସର ପଦବର ପାଇଁ  ଦରମା ୧,୩୧,୪୦୦ ଟଙ୍କା ମାସିକ ରହିଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୫୭,୭୦୦ ଟଙ୍କା ଦରମା ରହିବ।

Advertisment

କିପରି କରିବେ ଆବେଦନ:

  • ପ୍ରଥମେ ଆଇଟିସିର ୱେବସାଇଟ୍‌ www.ietmumbai.edu.in ଯାଆନ୍ତୁ।
  • ଏହାପରେ ପରେ ଏଥିରେ ଦରକାରୀ ଡକ୍ୟୁମେଣ୍ଟ ସହିତ ୨୮ ଫେବୃଆରୀ, ୨୦୨୨ ପୂର୍ବରୁ ସବମିଟ୍‌ କରିଦିଅନ୍ତୁ।
ICT-IOC Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ