Advertisment

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ତୁରନ୍ତ ଆବେଦନ କରନ୍ତୁ

UPSCରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦ଟି ପଦବୀ ପୂରଣ ହେବ। ଜାଣନ୍ତୁ ଶେଷ ତାରିଖ।

ଅଦ୍ୟତନ ହୋଇଛି
Become an govt. officer in 25 rupees application fee

Become an govt. officer in 25 rupees application fee

Advertisment

ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC)ରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ, UPSC ସ୍ପେଶାଲିଷ୍ଟ ଗ୍ରେଡ୍ III ଏବଂ ଅନ୍ୟାନ୍ୟ ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଯୋଗ୍ୟ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହି ପୋଷ୍ଟ ପାଇଁ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଆବେଦନ କରି ପାରିବେ।

ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦ଟି ପଦବୀ ପୂରଣ ହେବ। ଯଦି ଆପଣ ମଧ୍ୟ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି ତେବେ ନିମ୍ନରେ ଥିବା ଯୋଗ୍ୟତା, ଖାଲି ଏବଂ ଅନ୍ୟାନ୍ୟ ବିବରଣୀକୁ ଭଲ ଭାବରେ ପଢିନିଅନ୍ତୁ।

Advertisment

ଖାଲି ପଦବୀ:

  • ପୋଷ୍ଟ୍ ହାର୍ବେଷ୍ଟ୍ ଟେକ୍ନୋଲୋଜିଷ୍ଟ: ୧ଟି ପୋଷ୍ଟ୍
  • ବରିଷ୍ଠ ବୈଜ୍ଞାନିକ ସହାୟକ: ୫ଟି ପୋଷ୍ଟ୍‌
  • ଡେପୁଟି ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଅଫିସର: ୪ଟି ପୋଷ୍ଟ୍‌
  • ଜୁନିଅର ବୈଜ୍ଞାନିକ ଅଧିକାରୀ: ୧ଟି ପୋଷ୍ଟ୍‌
  • ସ୍ପେଶାଲିସ୍ଟ୍ ଗ୍ରେଡ୍ III: ୧୯ଟି ପୋଷ୍ଟ୍‌

ଯୋଗ୍ୟତା:

  • ଟେକ୍ନିଲୋଜୀ ବା ମେଟାଲର୍ଜିକାଲ୍ ଇଂଜିନିୟରିଂରେ ଡିଗ୍ରୀ
  • AMIIM ର ଆସିସିଏଟ୍ ମେମ୍ବର

ବୟସ ସୀମା:

  • ୩୦ ବର୍ଷର ପ୍ରାର୍ଥୀମାନେ ଏହି ପୋଷ୍ଟ୍ ପାଇଁ ଆବେଦନ କରିପାରିବେ
  • ଅଧିକ ଜାଣିବାକୁ ଚାହୁଁଥିଲେ ବିଜ୍ଞପ୍ତି ଦେଖନ୍ତୁ
Advertisment

ଆବେଦନ ଶୁଳ୍କ:

  • SC / ST / PWBD / ମହିଳା ପ୍ରାର୍ଥୀ – ଦେୟମୁକ୍ତ
  • ଅନ୍ୟାନ୍ୟ ବର୍ଗ – ୨୫ ଟଙ୍କା
  • ଏସ୍‌ବିଆଇର ଯେକୌଣସି ଶାଖା କିମ୍ବା ଯେକୌଣସି ବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଭିସା / ମାଷ୍ଟର / ରୂପେ / କ୍ରେଡିଟ୍ କାର୍ଡ / ଡେବିଟ୍ କାର୍ଡ / ୟୁପିଆଇ ବ୍ୟବହାର କରି ଆବେଦନ ଶୁଳ୍କ ଦେବାକୁ ପଡିବ।

ସରକାରୀ ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

UPSC Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ