Advertisment

BECIL Recruitment 2024: BECIL ଭୁବନେଶ୍ୱର ପାଇଁ ଚାଲିଛି ନିଯୁକ୍ତି; ପଞ୍ଚମ ପିଲା ବି କରିପାରିବେ ଆବେଦନ

ଓଡ଼ିଶାରେ ରହି ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ବ୍ରୋଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲ୍‌ଟାଣ୍ଟ ଇଣ୍ଡିଆ ଲିମିଟେଡ୍ (BECIL) ଭୁବନେଶ୍ୱର ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
BECIL Recruitment 2024

BECIL Recruitment 2024

Advertisment

ଓଡ଼ିଶାରେ ରହି ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ବ୍ରୋଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲ୍‌ଟାଣ୍ଟ ଇଣ୍ଡିଆ ଲିମିଟେଡ୍ (BECIL) ଭୁବନେଶ୍ୱର ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ DEO(Data Entry Operator) ଏବଂ ପିଅନ ପଦବୀ ପୂରଣ ହେବ।

Advertisment

ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଚାଲିଥିବା ବେଳେ ଏହା ସ୍ଥାୟୀ ନିଯୁକ୍ତି। ପ୍ରାର୍ଥୀ ଭୁବନେଶ୍ୱରରେ ରହି ଚାକିରି କରିବେ। ଏହି ଚାକିରି ପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BECILର ଅଫିସିଆଲ୍ ୱେବ୍‌ସାଇଟ୍ https://www.becil.com/କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ବିଜ୍ଞାପନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ BECIL Bhubaneswar government of Odisha recently published a job notifications ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୬ ଫେବୃଆରୀ ୨୦୨୪

ଖାଲି ପଦବୀ:

  • DEO – ୧ଟି ପୋଷ୍ଟ୍
  • ପିଅନ – ୧ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

DEO –

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ (କଳା / ବିଜ୍ଞାନ / ବାଣିଜ୍ୟ)
  • ଟାଇପିଂ ସ୍ପିଡ୍‌ରେ କମ୍ପ୍ୟୁଟର ଜ୍ଞାନ

ପିଓନ୍ –

  • ପ୍ରାର୍ଥୀ ପଞ୍ଚମ ପାଶ୍ କରିବା ଜରୁରୀ

ବୟସ ସୀମା:

  • ସର୍ବନିମ ବୟସ - ୧୮ ବର୍ଷ
  • ସର୍ବାଧିକ ବୟସ - ୩୨ ବର୍ଷ

ବୟସ କୋହଳ:

  • OBC - ୩ ବର୍ଷ
  • ST/SC/Pwd/ ESM - ୫ ବର୍ଷ
  • PWD+SC/ST - ୧୫ ବର୍ଷ

ମାସିକ ଦରମା:

  • DEO – ୩୦, ୦୦୦ ଟଙ୍କା
  • ପିଓନ୍ – ୧୭,୪୯୪ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ଯାଞ୍ଚ
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/ EWS / OBC – ୮୮୫ ଟଙ୍କା
  • SC / ST/ phd – ୩୫୧ ଟଙ୍କା

ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:

  • ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଏବଂ ମାର୍କ ସିଟ୍
  • ଦୁଇଟି ପାସ୍‌ପୋର୍ଟ ଆକାରର ଫଟୋ
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର
  • ବାୟୋଡାତା
  • ଭୋଟର ପରିଚୟ ପତ୍ର
Advertisment
BECIL Recruitment Govt Jobs BECIL Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ