Advertisment

MHA Recruitment 2024 : ଗ୍ରାଜୁଏସନ କରିଥିଲେ ଗୃହ ମନ୍ତ୍ରଣାଳୟରେ ଚାକିରି; ହେବେ ଅଫିସର୍

ଯେଉଁମାନେ ଗୃହ ମନ୍ତ୍ରଣାଳୟରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ MHA ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ପ୍ରାର୍ଥୀ ମାସକୁ ୧ ଲକ୍ଷରୁ ଅଧିକ ଦରମା ପାଇବେ।

ଅଦ୍ୟତନ ହୋଇଛି
Assistant Communication officer vacancy in home ministry

Assistant Communication officer vacancy in home ministry

Advertisment

ଯେଉଁମାନେ ଗୃହ ମନ୍ତ୍ରଣାଳୟ (MHA) ରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଏଠାରେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ MHA ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ MHAରେ ଆସିଷ୍ଟାଣ୍ଟ୍ କମ୍ୟୁନିକେସନ ଅଫିସର ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୩ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ MHAର ଅଫିସିଆଲ୍ ୱେବ୍‌ସାଇଟ୍‌ mha.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Assistant Communication officer vacancy in home ministry Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୨ ଜୁନ୍ ୨୦୨୪

ଖାଲି ପଦବୀ:

  • ଆସିଷ୍ଟାଣ୍ଟ୍ କମ୍ୟୁନିକେସନ ଅଫିସର(CY) – ୦୮ଟି ପୋଷ୍ଟ
  • ଆସିଷ୍ଟାଣ୍ଟ୍ କମ୍ୟୁନିକେସନ ଅଫିସର – ୩୦ଟି ପୋଷ୍ଟ
  • ଆସିଷ୍ଟାଣ୍ଟ୍ – ୦୫ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବାଧିକ ବୟସ – ୫୬ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୩୫,୪୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୧୨,୪୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସର୍ଟଲିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Ministry Of Home Affairs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ