Advertisment

OPSC କୁ ବଡ଼ ଝଟ୍‌କା ! ASO ମେରିଟ୍‌ ଲିଷ୍ଟ୍‌ ଖାରଜ

ହାଇକୋର୍ଟରେ ASO ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଛି। OPSC ଦ୍ୱାରା ପରିଚାଳିତ ASO ପରୀକ୍ଷାର ମେରିଟ୍‌ ଲିଷ୍ଟ୍‌ ହାଇକୋର୍ଟ ଖାରଜ କରିଛନ୍ତି।

ଅଦ୍ୟତନ ହୋଇଛି
ASO Merit List Scrapped

ASO merit list scrapped

Advertisment

ASO ମେରିଟ୍‌ ଲିଷ୍ଟ୍‌ ଖାରଜ। ହାଇକୋର୍ଟରେ ASO ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଛି। OPSC ଦ୍ୱାରା ପରିଚାଳିତ ASO ପରୀକ୍ଷାର ମେରିଟ୍‌ ଲିଷ୍ଟ୍‌ ହାଇକୋର୍ଟ ଖାରଜ କରିଛନ୍ତି। 

Advertisment

୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ୍‌ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୭୯୬ଟି ASO ପଦବୀ ପାଇଁ ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା।

Orissa High Court UPSC High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ