Advertisment

IDBI ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ପୂରଣ ହେବ ୬୦୦ଟି ପୋଷ୍ଟ

ବ୍ୟାଙ୍କରେ ଚାକିରି ଖୋଜୁଥୁବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। IDBI ବ୍ୟାଙ୍କ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୬୦୦ଟି ପଦବୀରେ ନିଯୁକ୍ତି ଦିଆଯିବ।

Apply for 600 Junior Assistant Manager posts in IDBI

Apply for 600 Junior Assistant Manager posts in IDBI

Advertisment

ବ୍ୟାଙ୍କରେ ଚାକିରି ଖୋଜୁଥୁବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। IDBI ବ୍ୟାଙ୍କ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୬୦୦ଟି ପଦବୀରେ ନିଯୁକ୍ତି ଦିଆଯିବ।

Advertisment

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ IDBI ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ idbibank.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ IDBI Recruitment 2023 Notification

ଉପରେ କ୍ଲିକ୍ କରି ଦେଖିପାରିବେ। ଆଗ୍ରହୀ ପ୍ରାର୍ଥୀ ବିଳମ୍ଭ ନ କରି ତୁରନ୍ତ ଆବେଦନ କରିବାକୁ ପଦକ୍ଷେପ ନିଅନ୍ତୁ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୫ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ସେପ୍ଟେମ୍ବର ୨୦୨୩
  • ନିଯୁକ୍ତି ପାଇଁ ପରୀକ୍ଷା – ୨୦ ଅକ୍ଟୋବର ୨୦୨୩

ଖାଲି ପଦବୀ:

  • ସାଧାରଣ ବର୍ଗ - ୨୪୩ଟି ପୋଷ୍ଟ୍‌
  • EWS - ୬୦ଟି ପୋଷ୍ଟ୍‌
  • OBC - ୧୬୨ଟି ପୋଷ୍ଟ୍‌
  • SC – ୯୦ଟି ପୋଷ୍ଟ୍‌
  • ST – ୪୫ଟି ପୋଷ୍ଟ୍‌

Advertisment

ଆବେଦନ ଶୁଳ୍କ:

  • ଜେନେରାଲ, OBC ଏବଂ EWS ବର୍ଗ ପ୍ରାର୍ଥୀ – ୧୦୦୦ ଟଙ୍କା
  • SC/ST/PWD – ୨୦୦ ଟଙ୍କା

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବୟସ ଗଣନା ୩୧ ଅଗଷ୍ଟ ୨୦୨୩ ଆଧାରରେ ହେବ
  • ସରକାରୀ ନିୟମ ଅନୁଯାୟୀ OBC, EWS, SC, ST କ୍ଷେତ୍ରରେ ବୟସ କୋହଳ କରାଯିବ

ଚୟନ ପ୍ରକ୍ରିୟା:

  • ଅନଲାଇନ୍ ପରୀକ୍ଷା
  • ବ୍ୟକ୍ତିଗତ ସାକ୍ଷାତକାର
  • ଡକ୍ୟୁମେଣ୍ଟ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା
Govt Jobs Bank Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ