Advertisment

Indian Post Recruitment 2023: ଭାରତୀୟ ଡାକ ବିଭାଗରେ ବିନା ପରୀକ୍ଷାରେ ୩୦ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ

ଯଦି ଆପଣ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଡାକ ବିଭାଗରେ ବିନା ପରୀକ୍ଷାରେ ୩୦ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ମିଳିବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
30041 Vacancy in Post Office Across India

30041 Vacancy in Post Office Across India

Advertisment

ଯଦି ଆପଣ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଡାକ ବିଭାଗରେ ବିନା ପରୀକ୍ଷାରେ ୩୦ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ମିଳିବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

Advertisment

ଏନେଇ ଆବେଦନ ପ୍ରକ୍ରିୟା ଚାଲୁଛି। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ସରକାରୀ ୱେବ୍‌ସାଇଟ୍ www.indiapostgdsonline.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ indiapostgdsonline.gov.inPDF ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ରାଜ୍ୟର ପ୍ରାର୍ଥୀମାନେ ସୁଯୋଗ ପାଇବେ। ଓଡ଼ିଶାରେ ମୋଟ ୧୨୭୯ ପଦବୀ ପୂରଣ ହେବ।

30041 Vacancy in Post Office Across Indiaଭାରତୀୟ ଡାକ ବିଭାଗରେ ବିନା ପରୀକ୍ଷାରେ ୩୦ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩ ଅଗଷ୍ଟ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୩ ଅଗଷ୍ଟ ୨୦୨୩
Advertisment

ମୋଟ ପଦବୀ:

  • ଏହି ନିଯୁକ୍ତି ପ୍ରକ୍ରିୟାରେ ଭାରତର ସବୁ ରାଜ୍ୟରେ ପ୍ରାର୍ଥୀମାନେ ଚାକିରି କରିବାର ସୁଯୋଗ ପାଇବେ
  • ମୋଟ୍ ୩୦୦୪୧ ପଦବୀ ପୂରଣ ହେବ

ଯୋଗ୍ୟତା:

  • ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଅତିକମରେ ଦଶମ ପାଶ୍ କରିଥିବା ଉଚିତ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୦,୦୦୦ ଟଙ୍କା
  • ସର୍ବାଧିକ ଦରମା – ୨୪,୪୭୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ ଏବଂ ଓବିସି – ୧୦୦ ଟଙ୍କା
  • SC / ST / ମହିଳା – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ଏନେଇ କୌଣସି ଲିଖିତ ପରୀକ୍ଷା ହେବ ନାହିଁ
  • ନିଯୁକ୍ତି କେବଳ ଯୋଗ୍ୟତା ଆଧାରରେ ହେବ
  • ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯିବଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ରାଜ୍ୟର ପ୍ରାର୍ଥୀମାନେ ସୁଯୋଗ ପାଇବେ। ଓଡ଼ିଶାରେ ମୋଟ ୧୨୭୯ ପଦବୀ ପୂରଣ ହେବ।
Advertisment
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ