Advertisment

Indian Air Force Recruitment 2023: ଭାରତୀୟ ବାୟୁସେନାରେ ନିଯୁକ୍ତି ସୁଯୋଗ; ପୂରଣ ହେବ ୩୫୦୦ ପଦବୀ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଯୁବକଙ୍କ ପାଇଁ ଏକ ଖୁସି ଖବର। ଏହି ନିଯୁକ୍ତି ଭାରତୀୟ ବାୟୁସେନାରେ ଅଗ୍ନିବୀର ଏୟାର ରିକ୍ରୁମେଣ୍ଟ ଅଧୀନରେ ବାହାର କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୫୦୦ ପୋଷ୍ଟ୍ ପୂରଣ ହେବ।

ଅଦ୍ୟତନ ହୋଇଛି
Indian Air Force Recruitment 2023

Indian Air Force Recruitment 2023

Advertisment

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଯୁବକଙ୍କ ପାଇଁ ଏକ ଖୁସି ଖବର। ଏହି ନିଯୁକ୍ତି ଭାରତୀୟ ବାୟୁସେନାରେ ଅଗ୍ନିବୀର ଏୟାର ରିକ୍ରୁମେଣ୍ଟ ଅଧୀନରେ ବାହାର କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୫୦୦ ପୋଷ୍ଟ୍ ପୂରଣ ହେବ।

Advertisment

ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍‌କୁ ଯିବାକୁ ପଡିବ। କେବଳ ଅନଲାଇନ୍ ମାଧ୍ୟମରେ ଏହି ଆବେଦନ ହେବ। ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ନିଯୁକ୍ତ ହେବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୭ ଜୁଲାଇ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ - ୧୭ ଅଗଷ୍ଟ ୨୦୨୩
Advertisment

ଯୋଗ୍ୟତା:

  • ମାନ୍ୟତାପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାଶ୍‌

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୭ ବର୍ଷ
  • ସର୍ବାଧିକ ବୟସ – ୨୦ ବର୍ଷ
  • ପ୍ରାର୍ଥୀଙ୍କ ଜନ୍ମ ୨୭ ଜୁନ୍ ୨୦୦୩ରୁ ୨୭ ଡିସେମ୍ବର ୨୦୦୬ ମଧ୍ୟରେ ହୋଇଥିବ
  • ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସରେ କୋହଳ ବ୍ୟବସ୍ଥା ଅଛି

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରୀରିକ ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

ଆବେଦନ ଶୁଳ୍କ:

  • ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ

ଆବେଦନ ପ୍ରକ୍ରିୟା:

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା ନିଯୁକ୍ତି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ବ୍ୟକ୍ତିଗତ ବିବରଣୀ ଦେଇ ଲଗ୍ ଇନ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରି ଦେୟ ପ୍ରଦାନ କରନ୍ତୁ
  • ଶେଷରେ ଫର୍ମ ଡାଉନଲୋଡ୍ ଏବଂ ପ୍ରିଣ୍ଟ୍ କରନ୍ତୁ
Advertisment
Indian Air Force Govt Jobs Indian Army Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ