Panchang for Oct 16
Advertisment
ସୈାର କନ୍ୟା ମାସ କାର୍ତ୍ତି କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ, ରବିବାର।
ଚନ୍ଦ୍ର – ମିଥୁନ ଅହୋରାତ୍ର
ଘାତ ଚନ୍ଦ୍ର- ବିଛା ରାଶିର
ଘାତ ବାର – ମେଷ ରାଶିର
ପୁଷ୍କର ଦୋଷ – ୧ ପାଦ ୦୭/୦୪ ଗତେ ୨ପାଦ ରାତ୍ରି ୦୨/୧୪ ଗତେ ୩ ପାଦ । କୃଷି- ଗୋପଶୁ, ଭୂମି ଅନ୍ନାଦି – ତିଳକାଞନ ଦାନ
Advertisment
ଶୁଭ ସମୟ...
ଦିବା ୧୧/୫୫ ରୁ ୦୨/୧୫
ଦିବା ୦୩/୫୮ ରୁ ୦୪/୩୫
ଋାତ୍ରି ୦୭/୦୦ ରୁ ୦୮/୩୯
ରାତ୍ରି ୧୧/୦୭ ରୁ ୦୧/୩୫
ଅଶୁଭ ସମୟ-
ଋାହୁକାଳ - ଦିବା ୦୩/୫୪ ରୁ ୦୫/୨୧
କାଳବେଳା - ଦିବା ୧୦/୦୫ ରୁ ୧୨/୫୯
ବାରବେଳା – ଦିବା ୧୦/୦୫ ରୁ ୧୨/୫୯
କାଳରାତ୍ରି – ରାତ୍ରି ୦୧/୦୪ ରୁ ୦୨/୩୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665898795.jpg)