• Astrospeak
  • Live TV
  • Read In English

Health Tips: ଗାଡ଼ିରେ ଗଲେ ବାନ୍ତି ହେଉଛି କି; ଆପଣାନ୍ତୁ ଏହିସବୁ ଘରୋଇ ଟିପ୍ସ, ଆଉ ହେବନି

ଭ୍ରମଣ ସମୟରେ ଆପଣ ଯଦି ବାନ୍ତି ପରି ସମସ୍ୟା ଭୋଗୁଛନ୍ତି, ତେବେ ଏଠାରେ କିଛି ଟିପ୍ସ ଏବଂ ଘରୋଇ ଉପଚାର ଅଛି, ଯାହାକୁ ଆପଣେଇ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ। ଏହି ଟିପ୍ସ ଆପଣଙ୍କ ବାନ୍ତିକୁ ନିୟନ୍ତ୍ରଣ କରିବ ଏବଂ ଆପଣଙ୍କର ଯାତ୍ରା ଉପଭୋଗ କରିବାରେ ସାହାଯ୍ୟ କରିପାରିବ।

Tips to avoid vomiting when travelling follow these suggestions
ଗାଡିରେ ଗଲେ ବାନ୍ତି ହେଉଛି କି; ଆପଣାନ୍ତୁ ଏହିସବୁ ଘରୋଇ ଟିପ୍ସ, ଆଉ ହେବନି

ବୁଲିଯିବାକୁ କାହାକୁ ବା ଭଲ ନ ଲାଗେ। ଏହା ଏକ ମଜ୍ଜାଦର ସମୟ। କିନ୍ତୁ ଅନେକ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ସେତେ ଉପଭୋଗ୍ୟ ହୋଇ ନଥାଏ। ଭ୍ରମଣ ସମୟରେ ଅନେକ ଲୋକ ନର୍ଭସ ହୋଇଯାଆନ୍ତି, କେହି କେହି ଗାଡିରେ ବାନ୍ତି ମଧ୍ୟ କରନ୍ତି। ଆଉ କିଛିଙ୍କର ମୁଣ୍ଡ ମଧ୍ୟ ବୁଲାଇବା ଆରମ୍ଭ ହୁଏ।

ସେ ବିମାନ ହେଉ କି ଟ୍ରେନ୍, କାର୍ କିମ୍ବା ଡଙ୍ଗା ଗତି ମୋସନ ସିକ୍‌ନେସ୍(ବାନ୍ତି ସମସ୍ୟା) ଯେକୌଣସି ସମୟରେ ବି ହୋଇପାରେ। ଏହା ଭ୍ରମଣକୁ ପୂରା ବେକାର କରିଦିଏ। ଖାଲି ବାନ୍ତି କରୁଥିବା ବ୍ୟକ୍ତି ନୁହେଁ ସାଙ୍ଗରେ ଥିବା ପରିବାର ଲୋକଙ୍କ ପାଇଁ ମଧ୍ୟ ଏହା ବିଗାଡି ଦିଏ।

ଯଦି ଭ୍ରମଣ ସମୟରେ ଆପଣ ବି ବାନ୍ତି ପରି ସମସ୍ୟା ଭୋଗୁଛନ୍ତି, ତେବେ ଏଠାରେ କିଛି ଟିପ୍ସ ଏବଂ ଘରୋଇ ଉପଚାର ଅଛି, ଯାହାକୁ ଆପଣେଇ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ। ଏହି ଟିପ୍ସ ଆପଣଙ୍କ ବାନ୍ତିକୁ ନିୟନ୍ତ୍ରଣ କରିବ ଏବଂ ଆପଣଙ୍କର ଯାତ୍ରା ଉପଭୋଗ କରିବାରେ ସାହାଯ୍ୟ କରିପାରିବ।

ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ: