ଜୀବନ ନେଉଛି ସ୍କ୍ରବ ଟାଇଫସ କୀଟ,ଜାଣନ୍ତୁ ଏହାର ଲକ୍ଷଣ

ଦିନକୁ ଦିନ ସ୍କ୍ରବ ଟାଇଫସ ମାମଲା ବୃଦ୍ଧି ପାଉଥିବା ବେଳେ ବଢୁଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା । ପ୍ରଥମରୁ ଏହି ରୋଗର ଚିକିତ୍ସା କରାନଗଲେ କେତେକାଂଶରେ ଅଙ୍ଗ ଅକାମୀ ହେବାର ସମ୍ଭାବନା ରହିଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।

scrub typhus

ଜୀବନ ନେଉଛି ସ୍କ୍ରବ ଟାଇଫସ କୀଟ । ଏହି ବିଷାକ୍ତ କୀଟ ଆତଙ୍କ ଖେଳାଇଛି । ଦିନକୁ ଦିନ ସ୍କ୍ରବ ଟାଇଫସ ମାମଲା ବୃଦ୍ଧି ପାଉଥିବା ବେଳେ ବଢୁଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା । ପ୍ରଥମରୁ ଏହି ରୋଗର ଚିକିତ୍ସା କରାନଗଲେ କେତେକାଂଶରେ ଅଙ୍ଗ ଅକାମୀ ହେବାର ସମ୍ଭାବନା ରହିଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।

ଅଧିକ ପଢ଼ନ୍ତୁ: ବାତିଲ ହେଲା ‘ପ୍ରେସଭ୍ୟୁ’ ଆଇ ଡ୍ରପ୍ ଲାଇସେନ୍ସ; କଂପାନିର ଦାବି ଥିଲା ଆଉ ପିନ୍ଧିବାକୁ ପଡ଼ିବନି ଚଷମା...

କ’ଣ ଏହି ସ୍କ୍ରବ ଟାଇଫସ:

ସ୍କ୍ରବ୍ ଟାଇଫସ୍ ହେଉଛି ଏକ ପ୍ରକାର ରୋଗ। ଯାହା କୀଟ କାମୁଡ଼ିବା ଦ୍ୱାରା ହୋଇଥାଏ । ତେବେ ଏହାର ଲକ୍ଷଣ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ଏକ ପ୍ରକାର ଟାଇଫସ୍ ଭୁତାଣୁ ଦ୍ୱାରା ହୋଇଥାଏ। ଯାହାର ନାମ ହେଉଛି “ଓରିଏଣ୍ଟିଆ ଟାଇଫସ୍”। ସ୍କ୍ରବ୍ ଟାଇଫସ୍ ସଂକ୍ରମିତ ଚିଗର୍ସ ପୋକ କାମୁଡ଼ିବା ଦ୍ୱାରା ଶରୀରରେ ପ୍ରବେଶ କରି ମଣିଷକୁ ଅସୁସ୍ଥ କରିଥାଏ।

ସ୍କ୍ରବ୍ ଟାଇଫସର ମୁଖ୍ୟ ଲକ୍ଷଣ

ଅଧିକ ପଢ଼ନ୍ତୁ: ଆପଣଙ୍କ ବୟସ ୭୦ରୁ ଅଧିକ; କେମିତି ପାଇବେ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ? ଜାଣନ୍ତୁ...

କିଭଳି ସ୍କ୍ରବ ଟାଇଫସର ଚିକିତ୍ସା କରାଯାଏ:

ଯଦି ସ୍କ୍ରବ୍ ଟାଇଫସ୍ ଶୀଘ୍ର ଚିହ୍ନଟ ହୁଏ, ତେବେ ଏହାର ଚିକିତ୍ସା ସହଜ ହୋଇଯାଏ । ଆଣ୍ଟିବାୟୋଟିକ୍ ଏଥିପାଇଁ ବ୍ୟବହୃତ ହୁଏ, କିନ୍ତୁ ମନେରଖନ୍ତୁ ଯେ ଏହି ଔଷଧଗୁଡିକ କେବଳ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଗ୍ରହଣ କରାଯିବା ଉଚିତ୍ । ଯଦି ଆପଣ ଏହି ଲକ୍ଷଣଗୁଡିକ ମଧ୍ୟରୁ କିଛି ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ କଥା ହେବା ଉଚିତ୍ । ସଠିକ୍ ସମୟରେ ସ୍କ୍ରବ୍ ଟାଇଫସ୍ ଚିକିତ୍ସା କରିବା ଜରୁରୀ ଅଟେ ।

ସ୍କ୍ରବ୍ ଟାଇଫସ୍‌କୁ କିପରି ରୋକାଯାଇପାରିବ?