ରବିବାର ରାନ୍ଧଣାରେ ଘରେ ବନାନ୍ତୁ 'ଚିଙ୍ଗୁଡ଼ି ସୁରୁଆ'

ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି 'ଚିଙ୍ଗୁଡ଼ି ସୁରୁଆ' । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Chungudi surua

News Summary

ଖଆନ୍ତୁ 'ଚିଙ୍ଗୁଡି ସୁରୁଆ'

ଖାଇବାରେ ଚିଙ୍ଗୁଡ଼ିର ରେସିପି ଥିଲେ ଖାଇବାର ମଜା ଦ୍ୱିଗୁଣ ହୋଇଯାଏ। ସେଥିପାଇଁ ଆମ ଓଡ଼ିଆ ଘରେ ଆମେମାନେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡି ସୁରୁଆ’ ।

ଚିଙ୍ଗୁଡି ସୁରୁଆ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

କଟା ପିଆଜ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ,ଗରମ ମସଲା ଗୁଣ୍ଡ, ଧନିଆପତ୍ର, କଞ୍ଚା ଲଙ୍କା,ନଡ଼ିଆ

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା 'ଚିଙ୍ଗୁଡି ସାରୁଆ'। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ। ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।